ଆଇଇଏସ୍ ଟପର ଓଡ଼ିଆ ପୁଅ
ଭୁବନେଶ୍ୱର,୧୧/୧: ଇଣ୍ଡିଆନ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍)ଟପର ଓଡ଼ିଆ ପୁଅ ଅଂଶୁମାନ କାମିଲା ।୨୦୧୯ ଆଇଇଏସ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛିନ୍ତି ୩୨ । ସେମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଅଂଶୁମାନ । ସେ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ!-->…