୭୦% ସିଲାବସ୍ରୁ ହେବ ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ୱର: ମାଟ୍ରିକ୍ ମୁଲ୍ୟାୟନ୍ରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆସନ୍ତା ଜୁଇାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବା କୁ ଉଚ୍ଚମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟସୂଚୀ ଘୋଷଣା କରିଥିଲା ବେଳେ ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସ୍ରୁ ଅଫ୍ ଲାଇନ୍ରେ!-->…