ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

ବୌଦ୍ଧ : ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପୂଜା ଅର୍ଚନା କରାଯାଇ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପ୍ରରିକ୍ରମା ପ୍ରକଳ୍ପ ଲୋକାର୍ପଣ

ମାଲକାନଗିରି ନୂତନ ବିମାନ ବନ୍ଦର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

୪ହଜାର କୋଟି ବ୍ୟୟରେ ସମନ୍ଵିତ ଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନୂତନ ବିମାନ ବନ୍ଦର ଉଦ୍ଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ବିମାନ ବନ୍ଦରଠାରେ ପହଞ୍ଚି ନିଜ କର କମଳରେ

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ

● ଦଶପଲ୍ଲାକୁ ଗଡିବ ରେଳ● ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନ ଉଦ୍ଘାଟନ ଭୁବନେଶ୍ୱର : ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି 5 ଜାନୁୟାରୀ 2024

ଜଙ୍ଗଲ ଭିତରେ ମୁଣ୍ଡ ବିହୀନ ଶବ

ପୋଲିସର‌ ତନାଘନା ଜାରି କାଲିମେଳା: ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ଗ୍ରାମ ପଂଚାୟତ ଅଧୀନ ଟଗରକୋଟା ଗାଁ ର କାନା ମିଚଙ୍କ ୧୮ବର୍ଷ ବୟସର ପୁଅ ବୋଜି ମିଚ ନୂଆ ବର୍ଷ ଦିନ ଅପରାହ୍ଣ ୪ ଟା ବେଳେ ଗ୍ରାମର ଇର୍ମା, ମହେଶ, ଶ୍ରୀରାମ

ମହାସିଙ୍ଗିରୁ ନିଖୋଜ ନାବାଳକ ଦେଢ଼ ବର୍ଷ ପରେ ଛତିଶଗଡ଼ରୁ ଉଦ୍ଧାର

ବାଲିଗୁଡା : ଦେଢ ବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟ ମହାସିଙ୍ଗି ଗାଁରୁ ନିଖୋଜ ହୋଇଯାଇଥିବା ଜଣେ ବାଳକକୁ ଛତିଶଗଡର ଗରିଆବନ୍ଧ ଜିଲ୍ଲାର ମେନପୁର ଥାନା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ ୨୦୨୨ ମସିହା ଜୁନ ୬ ତାରିଖ ଦିନ

ଦୁର୍ଗମ ଅଞ୍ଚଳରେ ଦେଶୀ ଯୋଗାଡ଼ରେ ଜଳସେଚନ

ଝରୀଗାଁ : ବିନା କରେଣ୍ଟ କିମ୍ବା ଇନ୍ଧନରେ ଦେଶୀ ଯୋଗାଡ଼ କରି ଜମିକୁ ପାଣି ମଡ଼େଇବାର ଯେଉଁ ଉଦ୍ୟମ କରାଯାଇଛି ତାହା ବାସ୍ତବିକ ବେସ ପ୍ରଶଂସନୀୟ l ଆଦିବାସୀ ଅଧୁଷିତ ଅଞ୍ଚଳରେ ଏ ହେଉଛି ଦେଶୀ ଯୋଗାଡ଼ ଅର୍ଥାତ ନିଜର ବୁଦ୍ଧି ଆଉ କୌଶଳ ବଳରେ ଗୋଟିଏ ପାହାଡ଼ରୁ ଆଉ ଏକ ପାହାଡକୁ ପ୍ଲାଷ୍ଟିକ

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ନବରଙ୍ଗପୁର: ସଡକ ସୁରକ୍ଷା ସପ୍ତାହ 2024 ଜାନୁଆରୀ 01 ତାରିଖ ରୁ 07 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି। ଏଥିପାଇଁ ସଡକ ସୁରକ୍ଷା ଆଇନ୍ କୁ କଡାକଡି ଭାବରେ ପାଳନ କରିବା ପାଇଁ ଏବଂ ଜନସାଧାରଣଙ୍କୁ  ଏଥି ନିମନ୍ତେ ବ୍ୟାପକ ସଚେତନ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ

ଯାଜପୁରରୋଡ ରେ ନିଉ ଅମ୍ବ୍ରିତଭାରତ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ମିଳିତ ଗଣସଂଗଠନ ପକ୍ଷରୁ ପ୍ରତିବାଦସମାବଶ

ବ୍ୟାସନଗର : ଗତ ଡ଼ିସେମ୍ବର ୩O ତାରିଖ ମାଲଦା ଟାୱାନ ଠାରୁ ବେଙ୍ଗାଲୁର ପର୍ଯନ୍ତ ଏକ ସାପ୍ତାହିକ ଟ୍ରେନକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ବେଳେ ଯାଜପୁରରୋଡ ରେ ଏହାର ରହଣି ନାହିଁ । ଏ ସମ୍ପର୍କରେ ଯାଜପୁର ରୋଡ ମିଳିତ ଗଣସଂଗଠନ ପକ୍ଷରୁ ରେଲୱେବୋର୍ଡ଼ ଅଧକ୍ଷଙ୍କୁ ସ୍ଥାନୀୟ ଷ୍ଟେସନ

ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ମାରାଥନ ପ୍ରତିଯୋଗିତା

ପାରାଦୀପ : ପାରାଦୀପ ବନ୍ଦର ଜାନୁଆରୀ ୩ ତାରିଖ ବୁଧବାର ଦିନ ତାର ୬୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସବୁ ବର୍ଷ ପରି ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଗୋପବନ୍ଧୁ କ୍ରୀଡ଼ା ସାଂସଦ ଆନୁକୂଲ୍ୟରେ ୧୯ ତମ ପାରାଦୀପ ମାରାଥନ ୨0୨୪ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ମାରାଥନ

ମାଲକାନଗିରିଠାରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମା ଷ୍ଟାଡିୟମଠାରେ ଜିଲ୍ଲା ସ୍ତରୀୟ ନୂଆ ଓଡିଶା ଯୁବଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା  ରାଷ୍ଟ୍ରମନ୍ତ୍ରୀ