୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର

ଆଫଗାନରେ ୨୫୮ ତାଲିବାନ ଆତଙ୍କବାଦୀ ନିହତ

କାବୁଲ: ଆଫଗାନିସ୍ତାନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ୨୫୮ ଜଣ ତାଲିବାନ ଆତଙ୍କି ପ୍ରାଣ ହରାଇବା ସଙ୍ଗେ ସଙ୍ଗେ ୧୫୬ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ବିଭିନ୍ନ ପ୍ରଦଶେରେ ସଂପ୍ରତି ତାଲିବାନ ଆତଙ୍କିମାନେ ବ୍ୟାପକ ଅରାଜକତା ଆରମ୍ଭ କରିଦେଇଥିବାବେଳେ ଆଫଗାନ ନ୍ୟାସନାଲ ସିକ୍ୟୁରିଟି ଫୋର୍ସ

ଭାରତରେ ତୃତୀୟ ଲହର ୬ ରୁ ୮ ସପ୍ତାହ ମଧ୍ୟରେ !

ନୂଆଦିଲ୍ଲୀ: ଭାରତରେ ତୃତୀୟ କୋଭିଡ୍ ପ୍ରବାହ ଅନିବାର୍ଯ୍ୟ ଏବଂ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ତାହା ଘଟିପାରେ ବୋଲି ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ଏକ ସାକ୍ଷାତ କାର ଦେଇ ସେ କହିଛନ୍ତି ଯେ, ‘ଅନ୍‌ଲକିଙ୍ଗ୍‌’ ଆରମ୍ଭ କରିଥିବାରୁ ‘କୋଭିଡ୍‌-ଯୋଗ୍ୟ ଆଚରଣ’

କରୋନାର ନୂଆ ରୂପ ଲାମ୍ବଡା: ୨୯ ଦେଶରେ ହେଲାଣି ଠାବ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱ କରୋନାର ଡେଲଟା ଭାରିଏଣ୍ଟ ସହ ଲଢ଼େଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଗୋଟିଏ ନୂଆ ଷ୍ଟ୍ରେନ ସମ୍ପର୍କରେ ସୂଚନା ଦେଇଛି । କରୋନାର ଏହି ନୂଆ ଭାରିଏଣ୍ଟର ନାଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡା ରଖିଛି । ବର୍ତ୍ତମାନ ସୁଦ୍ଧା ଏହା ୨୯ଟି

ଦେଶରେ ୬୦,୭୫୩ ସଂକ୍ରମିତ: ୧୬୪୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି । ୨୪ ଘଣ୍ଟାରେ ଆଉ ୬୦,୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୮,୨୩,୫୪୬କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୬୪୭ ଆକ୍ରାନ୍ତଙ୍କ

କଳାହାଣ୍ଡିରେ ୫ମାସରେ ମଲେଣି ୯ହାତୀ

ଭବାନୀପାଟଣା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଗତ ପାଞ୍ଚମାସରେ ୯ଟି ହାତୀ ପ୍ରାଣ ହରାଇବା ଘଟଣା ବନ୍ୟପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନବିଭାଗ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ

ରାଜ୍ୟରେ କମୁଛି ସଂକ୍ରମଣ :ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଦ୍ୱିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ଦୌନ ଦିନ ମୃତ୍ୟୁ ଥମିବାର ନାଁ ଧରୁନାହିଁ । ଦୌନିକ ମୃତକ ସଂଖ୍ୟା ଏବେ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ସଂକ୍ରମଣ ହାର ୫.୫% ମଧ୍ୟରେ ସିମିତ ଥିବା ବେଳେ ଦୈନିକ

ବିକ୍ରି ହୋଇଥିବା ୧୦ ଦିନର ଶିଶୁ ପୁତ୍ର ଉଦ୍ଧାର

ଭୁବନେଶ୍ୱର: ପତ୍ନୀର ଅଜ୍ଞାତରେ ସ୍ୱାମୀ ଗତକାଲି ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିବା ୧୦ଦିନର ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ସୂରକ୍ଷା କମିଟି ଆଜି ଉଦ୍ଧାର କରିଛି । ଜିଲ୍ଲା ଶିଶୁ ସୂରକ୍ଷା କମିଟି ଶିଶୁପୁତ୍ରକୁ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଥିବା କୁହାଯାଇଛି । ଗତକାଲି ମାଷ୍ଟ୍ରର

କରୋନାରେ ଆଇଏଏସ ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ଗୁଜୁରାଟ କ୍ୟାଡରର ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସର ତଥା କେନ୍ଦ୍ର ଶିଳ୍ପ ସଚିବ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । ୧୯୮୬ ଗୁଜୁରାଟ କ୍ୟାଡର ଆଇଏଏସ ଶ୍ରୀ ମହାପାତ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହା

କୋଭିଡ ନିୟମାବଳୀ ମାନି ଚଳ

ନୂଆଦିଲ୍ଲୀ: କରୋନାଭାଇରସ୍ ସମ୍ବନ୍ଧୀୟ ନିୟମାବଳୀ ପ୍ରତି ବେପରୁଆ ନ ହେବା ଲାଗି ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସତର୍କ କରାଇ ଦେଇଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ