ନଦୀରେ ବୁଡିଯାଇ ୨ ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରି ଶେଷରେ ଦୁଇ ମୃତଦେହକୁ ଉଦ୍ଧାର କରିଥିଲେ । ମୃତକ ଦୁଇଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ…

ହଇରାଣ କରୁଛି କେନ୍ଦ୍ରୀୟ ଏଜେନ୍ସି, ବିଜେପି ସହ ହାତ ମିଳାଇବା ଭଲ: ଶିବସେନା

ମୁମ୍ବାଇ: ବିଜେପି ଠାରୁ ଅଲଗା ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନାର ଜଣେ ବିଧାୟକ ବଡ଼ ବୟାନ ଦେଇଛନ୍ତି । ଦଳର ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହଇରାଣରୁ ରକ୍ଷା କରିବା ପାଇଁ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଇବା ଭଲ ବୋଲି ସେ ମତ ଦେଇଛନ୍ତି । ଏ ସମ୍ପର୍କରେ ସେ…

ଯୁକ୍ତ ଦୁଇ ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ବା ତା’ଠାରୁ ଅଧିକ ମିଳିବ

ଭୁବନେଶ୍ୱର: କିପରି ମୂଲ୍ୟାୟନ ହେବ ଯୁକ୍ତ ୨ ମାର୍କ, ଭବିଷ୍ୟତ କ୍ୟାରିଅର ପାଇଁ ଏହା ସହାୟକ ହେବ ନା ନାଇଁ ତାକୁ ନେଇ ସସ୍ପେନ୍ସରେ ଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶେଷରେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨…

ଅନଲାଇନରେ ଝିଅ ପଢ଼ୁଛି, ଛତା ଧରିଛନ୍ତି ବାପା

ବଲ୍ଲାକା: କୋଟି ଜନ୍ମ ନେଲେ ମଧ୍ୟ ବାପା ମା’ଙ୍କ ଋଣ ଶୁଝିହେବ ନାହିଁ । ନିଜେ ନଖାଇ ପିଲାଙ୍କ ମୁହଁରେ ଦାନା ଦିଅନ୍ତି, ନିଜେ ରାତି ରାତି ଅନିଦ୍ରା ରହି ପିଲାକୁ ନାନାବାୟା ଗୀତ ଗାଇ ଶୁଆ ନ୍ତି । ସବୁ ଦୁଃଖ କଷ୍ଟ ଝଡଝଞ୍ଜାକୁ ସହି ସେମାନେ ପିଲାକୁ ସୁରକ୍ଷା ଦିଅନ୍ତି, ମଣିଷ ଭଳି ମଣିଷ…

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ

ଭୁବନେଶ୍ୱର: କୋଭିଡରେ ସଂକ୍ରମିତ ହେବା ପରେ ମାସେରୁ ଅଧିକ ଦିନ ହେବ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତୀ ଆସିଛି । ଯଦି ସ୍ୱାସ୍ଥ୍ୟବସ୍ଥା ଏହିଭଳି ରୁହେ କିମ୍ବା ଅଧିକ…

୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଂଟାରେ ୪୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ବରଗଡରୁ ୫ ଜଣ ପ୍ରାଣ ହରାଇଥିବା ବେଳେ ବଲାଙ୍ଗୀରରୁ ୨, ବଉଦରୁ ୨, କଟକରୁ ୫ ଜଣ, ଗଞ୍ଜାମରୁ ୩, ଝାରସୁଗୁଡାରୁ ୪, କଳାହାଣ୍ଡି,…

ଯୋଗ ଏକ ସାମଗ୍ରିକ ଜୀବନ ପଦ୍ଧତି: ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗ ସାଧାନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ । ସୁତରାଂ ବିଶ୍ୱସ୍ତରରେ ଏହି ଦିବଦ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ସେପ୍ଟେମ୍ବର ୨୭ରୋ ଜାତିସଂଘରେ ପ୍ରସ୍ତାବ ରଖିଥିଲେ । ସେ କହିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ…

ୟୁଟ୍ୟୁବ କ୍ଲାସ ପରେ ହେବ ଇ-ମୁଲ୍ୟାୟନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ୟୁଟ୍ୟୁବରେ ପାଠପଢ଼ା ଆରମ୍ଭ ହୋଇଛି । ଅନ୍ୟପଟେ ଅନଲାଇନରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ, କେମିତି ପାଠପଢ଼ା ଚାଲିଛି ଏହାର ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତଦାରଖ ପରେ କହିଛନ୍ତି, ୟୁଟ୍ୟୁବ୍ କ୍ଲାସ ପରେ ଛାତ୍ରଛାତ୍ରାଙ୍କ…

ଓଡ଼ିଶାକୁ ଆସିପାରେ ତୃତୀୟ ଲହର ସତର୍କ ରହିବାକୁ ପରାମର୍ଶ

ତୃତୀୟ ଲହରକୁ ନେଇ ଆଶଙ୍କା ବଢ଼ୁଥିବା ବେଳେ କିଛି ବରିଷ୍ଠ ଡାକ୍ତରଙ୍କ ମତରେ ଏହା ଦ୍ୱିତୀୟ ଲହର ଠାରୁ ଅଧିକ ସାଂଘଶତିକ ହୋଇପାରେ । କାରଣ ତୃତୀୟ ଲହରରେ ଅଧିକ ମ୍ୟୁଟେସନ୍ ଓ ଅଧିକ ସଂକ୍ରମଣ ହେବା ଆଶଙ୍କା ରହିଛି । ଟିକା ନେଇନଥିବାରୁ ପିଲାମାନେ ଅଧିକ ଅସୁରକ୍ଷିତ ରହିବା ସମ୍ଭାବନା ଥିବାରୁ…

ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା, ଆସିପାରେ କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନା ତୃତୀୟ ଲହରକୁ ନେଇ ଆଶଙ୍କାରେ ରାହିଥିବା ବେଳେ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡର ଏହି ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତାହାସହିତ ଏଥିପାଇଁ ଅତ୍ୟନ୍ତ ସତର୍କ ରହିବାର…