‘ଚତୁର୍ଥ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା’
ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା । ଏହି ସର୍ଭେ ଦେଶର ୭୦ଟି ଜିଲ୍ଲାରେ ହେବ । ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ଅଛି । ଏନେଇ ସୂଚନା ଦେଇଛନ୍ତି ଜଗଜଉର ନିର୍ଦେଶିକା ସଂଘମିତ୍ରା ପତି ।ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ!-->…