ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ

ଗଜପତି : ବନ ପାହାଡ ପର୍ବତର ଶାନ୍ତ ସବୁଜିମା ଭିତରେ ପ୍ରବାହିତ ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ଚିର ଶ୍ରୋତ କୁଳୁ କୁଳୁ ନାଦରେ ପ୍ରବାହିତ ହେଉଅଛି ଜଳରାଶି । ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରିଚାଲିଥିବାରୁ ଆଜି ଏହା ରାଜ୍ୟ ତଥା ରାଜ୍ୟବାହାରର ଲୋକଙ୍କୁ

ନୂଆବର୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ

ନବରଙ୍ଗପୁର: ଗରିବ, ଅସହାୟ, ଦିବ୍ୟାଙ୍ଗ ଅର୍ଥ ଅଭାବରୁ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ ଜରୁରୀକାଳୀନ ପରିସ୍ଥିତିରେ

ଆକାଶବାଣୀ କେନ୍ଦ୍ର, ଭବାନୀପାଟଣାର ୩୦ତମ ପ୍ରସ୍ତାପନ ଦିବସ ପାଳନ

ଭବାନୀପାଟଣା : ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ୩୦ ତମ ପ୍ରସ୍ଥାପନ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ  କୁମାର ବେହେରା ଯୋଗ ଦେଇ ଆଗାମୀ ଦିନରେ ଆକାଶବାଣୀକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସାମୁହିକ ଉଦ୍ୟମ

ଜଙ୍ଗଲର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା : ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବାଲିଗୁଡା ବନ ବିଭାଗ, ବାଲିଗୁଡ଼ା ଡିଏଫ୍ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା

ଟ୍ୟୁମର ଯନ୍ତ୍ରଣାରେ ଦେଢ଼ ବର୍ଷର ପୁଅ

* ଆର୍ଥିକ ଅନାଟନରୁ ହୋଇ ପାରୁନି ଚିକିତ୍ସା ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସାଗରମୁଣ୍ଡାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୀନକେତନ ସୌରା ଓ ଚନ୍ଦ୍ରିକା ସୌରାଙ୍କ ଦେଢ଼ ବର୍ଷର ପୁଅ ମିଥୁନ ସୌରାଙ୍କ ଏଭଳି ଦୃଶ୍ୟ ।  ନିଜ ଗ୍ରାମ ପାପଡାହାଣ୍ଡି ବ୍ଲକ ପଣ୍ଡିକଟ

ସୋନପୁର ଗ୍ରାମରେ ଓଡିଶା ଓ ଛତିଶଗଡ ବନ ବିଭାଗର ମିଳିତ ଚଢାଉ

* ୪ ପିକପ ଶାଗୁଆନ ଗଣ୍ଡି ଓ କାଠ ନିର୍ମିତ ଆସବାବ ଜିନିଷ ଜବତ  ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର (ଡିଏନକେ) ଗ୍ରାମରେ ବାରମ୍ବାର ବେଆଇନ କାଠ କାମ ଚାଲିଥିବା ଅଭିଯୋଗ ହେବା ଫଳରେ ଆଜି ଓଡିଶା  ଓ ଛତିଶଗଡ ବନ ବିଭାଗର ମିଳିତ ଚଢାଉ ହୋଇଥିଲା | ଏହି ଚଢାଉରେ

ପାଣି ସମସ୍ୟାକୁ ନେଇଁ ବିଡିଓଙ୍କୁ ଦୁଃଖ ଜଣାଇଲେ ମହିଳା

ନବରଂଗପୁର :  ନବରଂଗପୁର  ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଶିରସି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଲଛାପର ଗାଁର ତିନି ସାହି ବାସିନ୍ଦାଙ୍କୁ ପିଇବା ପାଣି ପାଇବାରୁ ବଞ୍ଚିତ ହେବା ଯୋଗୁଁ ଗାଁର ମହିଳା ମାନେ ଅଭିଯୋଗ ଆଣିଛନ୍ତି। ବିଡିଓ ଦୂର୍ଯୋଧନ ଭୋଇଙ୍କ ନିକଟରେ ପହଞ୍ଚି ଦୈନନ୍ଦିନ ପାଣି ପାଇଁ

ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଖରିଫ୨୦୨୩-୨୪ ଧାନ କ୍ରୟ ମଣ୍ଡିକୁ  ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ

କନ୍ଧମାଳରୁ କେରଳ ଗଡିଲା ଦାଦନ ବସ: ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ବାହାରିଲା ବସ

ବାଲିଗୁଡା : ଦାଦନ ମାନଙ୍କୁ କେରଳ ନେବା ପାଇଁ କନ୍ଧମାଳରୁ ଗଡ଼ିଲା ଦାଦନ ବସ । ଦଲାଲ କବଜାରେ ଶହ ଶହ ନିରୀହ ଆଦିବାସୀ। ଭଲ ଅର୍ଥ ଉପାର୍ଜନ ନେଇ ପ୍ରଲୋଭନର ଶିକାର ହୋଇ ନିରୀହ ଲୋକେ ବର୍ତ୍ତମାନ ଦାଦନ ପାଇଁ କେରଳ ମୁହାଁ । କନ୍ଧମାଳରୁ ଦାଦନ ଶ୍ରମିକ ଦୁର୍ଦଶା ଦିନକୁ ଦିନ ବୃଦ୍ଧି ପାଉଥିବା

ବାଲିଗୁଡା ଗାୟତ୍ରୀ ପରିବାର ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଗରିବ ଲୋକଙ୍କ ଜନଜୀବନ ଉପରେ ଅଧିକ ପ୍ରଭାବ ପକାଉଥିବା ବେଳେ, ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବାଲିଗୁଡା ଶାଖା ପକ୍ଷରୁ ଟାଉନର ପଣସପଡି ଓ ଦଣ୍ଡପଦର ଠାରେ ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ପରିଚାଳିତ ଦେବ ସଂସ୍କୃତି ବିଶ୍ୱ