କରୋନାର ଦ୍ୱିତୀୟ ଲହର ନେଲାଣି ୨୭୦ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ୨୭୦ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ କୁହାଯାଇଛି । ଗତବର୍ଷ କରୋନା ୭୩୬ ଜଣ ଡାକ୍ତରଙ୍କ ଜୀବନ ନେଇଥିଲା । ଦୁଇ ବର୍ଷ ମଧ୍ୟରେ ଦେଶ ପ୍ରାୟ ୧୦୦୦ ଜଣ ଡାକ୍ତରଙ୍କୁ

ଦେଶରେ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ ଦିନକରେ ୪୩୨୯ ମୃତ : ଆଉ ୨,୬୩,୫୩୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନାହିଁ । ଆଜି ଦେଶରେ ୪୩୨୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଯାହାକି ସର୍ବକାଳୀନ ରେକର୍ଡ । ମହାମାରୀ ସଂକ୍ରମଣ ହେଲା ଦିନଠାରୁ ଦେଶର

‘ତଉ ତେ’ର ତାଣ୍ଡବ : ୨୦ମୃତ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମଦ୍ରିକ ବାତ୍ୟା ‘ତଉ ତେ’ ଗତ କାଲି ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଛି । ସାମୁଦ୍ରିକ ବାତ୍ୟା ତଉ ତେ’ ଏବେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟରେ ପ୍ରବଳ ବର୍ଷା ଲାଗି ରହିଛି । ୧୬ହଜାରରୁ ଉର୍ଦ୍ଧ୍ୱ ବାସ ଗୃହ

ରାଜ୍ୟରେ ୧୦ହଜାର ତଳକୁ ଖସୁନି କରୋନା

ଭୁବନେଶ୍ୱର: ରାଜ୍ୟରେ ଦିର୍ଘ ୨ସପ୍ତାହ ଧରି ଲକ୍‌ଡାଉନ୍ ଏବଂ ଟିକାକରଣ ସତ୍ୱେ ମହାମାରୀ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଗତ ୧ସପ୍ତାହ ଧରି ସଂକ୍ରମଣ ୧୦ହଜାରରୁ ଖସୁ ନାହିଁ । ଆଜି ରାଜ୍ୟରେ ୧୦୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ

୧୯ ଲକ୍ଷ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟରେ ଟିକା ଅଭାବ ଯୋଗୁଁ ଏବେ ୧୯ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି । ରାଜ୍ୟକୁ ତୁରନ୍ତ ପ୍ରର୍ଯ୍ୟାପ୍ତ ଟିକା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ

ଓଡିଶାକୁ ଆସୁଛି ବାତ୍ୟା!

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବା ନେଇ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ୍ କହିଛନ୍ତି । ଏହା କମଃଶ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ବର୍ତମାନ

ଜୁୁନ୍ ୧ଯାଏଁ ବଢିଲା ଲକ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆସନ୍ତା ଜୁନ୍ ମାସ ୧ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ଆସନ୍ତାକାଲି ୧୯ ତାରିଖ ସକାଳ ୫ଟାରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେଉଥିଲା ।

ଟିକା ଉପରୁ ପାଟେଂଟ ଛାଡ ପ୍ରସ୍ତାବକୁ ସମର୍ଥନ କଲା ଚୀନ୍

ବେଜିଂ: ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ ସମର୍ଥନ ଜଣାଇଛି । ଦୁଇ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଗତବର୍ଷ ଅକ୍ଟୋବରରେ ଏହି ପ୍ରସ୍ତାବ ରଖିଥିଲେ । ଚୀନ କହିଛି, କୋଭିଡ

ଯୁବ ସଂଗଠନ କଲା ଆଠଗଡ ସହରାଞ୍ଚଳ ବିଶୋଧନ

ଆଠଗଡ: ଆଠଗଡ ଯୁବ ସଂଗଠନ ପକ୍ଷରୁ ସୋମବାର ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ସମଗ୍ର ସହରାଂଚଳକୁ ବିଶୋଧନ କରାଯାଇଥିଲା । କରୋନା ମହାମାରୀ ୨ୟ ପର୍ଯ୍ୟାୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କରୋନା ସଂକ୍ରମଣ ଭୟଙ୍କର ରୂପନେଇ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ

‘ମମତା’ ଯୋଜନାରେ ପଞ୍ଜୀକରଣ ଅବଧି ୩ରୁ ୭ ମାସକୁ ବୃଦ୍ଧି

ଭୁବନେଶ୍ୱର : କୋଭିଡ-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ଏଥିସହିତ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରି ଆସୁଛନ୍ତି । ଏଭଳି କଠିନ ସ୍ଥିତିରେ କୋଭିଡ୍ ମାର୍ଗଦର୍ଶିକାର କଡାକଡି ଅନୁପାଳନ