କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଦେଖିହେବ
ଭୁବନେଶ୍ୱର: କୋଭିଡ ହସ୍ପିଟାଲରେ ରହିବ ସିସିଟିଭିର ବ୍ୟବସ୍ଥା । ସମ୍ପର୍କୀୟମାନେ ଚାହିଁଲେ ସିଧାସଳଖ କରୋନା ରୋଗୀଙ୍କୁ ଦେଖି ପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନ୍ଫରେନ୍ସ ହଲର ବ୍ୟବସ୍ଥା ହେବ । ହେଲପ ଡେସ୍କରେ ମଧ୍ୟ ରହିବ ସୋଶାଲ୍ ମିଡିଆର ବ୍ୟବସ୍ଥା । ସମ୍ପର୍କୟ ଚାହିଁଲେ!-->…