ଦିନ ଦି ପ୍ରହରରେ ଅଜଣା ଜନ୍ତୁର ଶିକାରରେ ୨ ଛେଳି ମୃତ
କାଲିମେଳା : କିଛି ଦିନ ନିରବ ପରେ ପୁଣି ଅଜଣା ଜନ୍ତୁର ଭୟ ସୃଷ୍ଟି କରିଛି ଅଞ୍ଚଳବାସୀଙ୍କୁ l ଦିନ ଦ୍ୱିପ୍ରହରରେ ଶିକାର କରି ୨ ଛେଳିର ଜୀବନନେଲା ଅଜଣା ଜନ୍ତୁ l ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ଗ୍ରାମ ପଞ୍ଚାୟତ ସଦର ଗ୍ରାମରେ l !-->…