ଗୋଳାମୁଣ୍ଡା ବ୍ଲକରୁ ଯାଉଛନ୍ତି ଶହ ଶହ ଦାଦନ ଶ୍ରମିକ
ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରୁ ଶହ ଶହ ଦାଦନ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଏକ ଦୃଶ୍ୟ ଦେଖିବାକୁ ମିଳୁଛୁ । ସିନାପାଲି ବ୍ଲକରୁ ହାଇଦ୍ରାବାଦ ଅଭିମୁଖେ ଦୈନିକ ସଂଗୀତା ବସ ଯିବାଆସିବା କରୁଛି । ଏହି ବସରେ ଗତକାଲି ଖାଲିଆକାନି ମେହେର ଢ଼ାବା!-->…