ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ ଶୁଳ୍କ ହ୍ରାସ ପାଇଁ ଶକ୍ତିମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରନ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କହ୍ରାସ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦାବି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍ ର

ଓଡିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୨୮୭୯ ଟନରୁ ଅଧିକ ଅକ୍ସିଜେନ୍

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୧୫୩ଟି ଟ୍ୟାଙ୍କର ଯୋଗେ ୨୮୭୯.୦୮୨ ଟନରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଳାରୁ ଆନ୍ଧ୍ରପ୍ରଦେଶ,

ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁୁ ପୁଲିସ ଏନକାଉଂଟରେ ଆହତ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଚନ୍ଦକାରୁ ବାରଙ୍ଗ ଆଡ଼କୁ ଆସୁଥିବା ବେଳେ ଦରଘାବଜାର ଥାନା ପୁଲିସ ଓ ସ୍ପେସାଲ ସ୍କ୍ୱାଡ଼୍ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି କରିଥିଲେ । ପୁଲିସର ଗୁଳି ବାବୁର ବାମ

ଅମାନିଆଙ୍କ ଠାରୁ ୫କୋଟି ଜୋରିମାନା ଆଦାୟ

୍‍ ଦେଢ ଲକ୍ଷ ଅମାନିଆଙ୍କୁ ଜୋରିମାନା ୍‍ ୪୧୮ଜଣ ଗିରଫ ୍‍ ୧୮ହଜାର ଗାଡି ଜବତ ୍‍ ୩୫୦ କୋଚିଂ ସେଂଟର, ଦୋକାନ ସିଲ୍ ୍‍ ନିୟମ କଡାକଡି ପାଳନ ପାଇଁ ଡିଜିଙ୍କ ଅପିଲ ଭୁବନେଶ୍ୱର: ମାକ୍ସ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିନଥିବା ଦେଢ ଲକ୍ଷ ଅମାନିଆାଙ୍କ ଠାରୁ

ପୁରଷୋତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ, ଖାଦ୍ୟ ଘରୁ ଆଣ

ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ ପୁରଷୋତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ । ପୁରୀରୁ ଛାଡିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ । ଦିଲ୍ଲୀରୁ ଛାଡିବାକୁ ଥିବା ପୁରୁଷୋତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତି ହୋଇଛି । ଯାତ୍ରୀମାନେ ନିଜ ନିଜ ଖାଦ୍ୟ ବ୍ୟବସ୍ଥା

ବେକାବୁ ହେଉଛି ସଂକ୍ରମଣ; ଖୁବ୍‌ଶୀଘ୍ର ହୋଇପାରେ ଓଡ଼ିଶାରେ ଲକ୍‌ଡାଉନ୍‌!

ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହୋଇପାରେ ଲକ୍‌ଡାଉନ୍‌। ଭୁବନେଶ୍ୱର, କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ଏହି ସପ୍ତାହ ଶେଷ ସୁଦ୍ଧା ଲକଡାଉନ୍‌ କଟକଣା ଲାଗୁ ହୋଇପାରେ ବୋଲି ଅନୁମାନ କରାଯାଇଛି। ରାଜ୍ୟରେ ଗତକାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ

ଦିଲ୍ଲୀକା ଲଡ୍ଡୁ ଓ କେଜରିୱାଲ

କଥାରେ ଅଛି ‘ଏ ହୈ ଦିଲ୍ଲୀକା ଲଡ୍ଡୁ, ଯୋ ଖାୟା ଓ ପସ୍ତାୟା, ଯୋ ନେହିଁ ଖାୟା ଓଭି ପସ୍ତାୟା’ । ଏହି କଥାର ସତ୍ୟତାକୁ ଆଉ କେହି ପ୍ରମାଣ କରୁ ବା ନ କରୁ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜରିୱାଲ ୯୯% ପ୍ରମାଣିତ କରିଛନ୍ତି ବୋଲି କହିଲେ, ଏହା ଠିକ୍ ନ ହୋଇପାରେ, କିନ୍ତୁ ଭୁଲ୍ ହେବ ନାହିଁ

କରୋନା ସଂକ୍ରମିତ ବାପାଙ୍କ ମୃତଦେହକୁ ରାତିଶାରା ଧରି ଶୋଇଥିଲା ୬ ବର୍ଷର କୁନି ଝିଅ

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ମଣିଷ ଜୀବନ ପୋକମାଛି ଭଳି ଟଳିପଡ଼ୁଥିବା ବେଳେ, ଏକ ୬ ବର୍ଷ କୁନି ଝିଅର କରୁଣ କହଣୀ ଏବେ ଶୋସାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । କରୋନାରେ ଆକ୍ରାନ୍ତଥିବା ବାପାଙ୍କ ମର ଶରୀରକୁ ରାତିଶାରା ଅବୋଧ କୁନି ଝିଅଟି କୁଣ୍ଢାଇ ଶୋଇଥିଲା । କଥାରେ

ସ୍ୱାମୀ, ସ୍ତ୍ରୀଙ୍କ ସହ ଶିଶୁ କନ୍ୟାର ମୃତଦେହ ଜବତ; ମୃତ୍ୟୁର କାରଣ ପାଉନି ପୋଲିସ୍

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅଧୀନସ୍ତ ବଣାଇ ଅଂଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛିି । ଏଥିରେ କୋଇଡ଼ା ଥାନା ମସଜିଦ ଗଳିରେ ଥିବା ଏକ ବନ୍ଦ ଘର ଭିତରୁ ପରିବାରର ଜଣେ ମହିଳାଙ୍କ ସହିତ ଏକ ୩ବର୍ଷ ବୟସ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ଏଥି ସହିତ ସେହି ଘରଠାରୁ

କରୋନା ସଂକ୍ରମିତଙ୍କୁ ସାହାର୍ଯ୍ୟ : ସ୍ତ୍ରୀର ଗହଣା ବିକି ଅଟୋରେ ଲଗାଇଲେ ଅକ୍ସିଜେନ୍ ସିଲିଣ୍ଡର

କରୋନା କାଳରେ କିଏ କୋଭିଡ ଔଷଧ ଚୋରାରେ ବିକି ଦି ପଇସା ଲାଭ କରୁଛି ତ କିଏ ଚୋରାରେ ୩ଶହ ଟଙ୍କାର ଅକ୍ସିଜେନକୁ ୩୦ ହଜାର ଟଙ୍କାରେ ବିକ୍ରି କରୁଛି । ହେଲେ ଦୁନିଆରେ ସମସ୍ତ ସମାନ ନୁହନ୍ତି । ଯାହାର ଉଦାହରଣ ସାଜିଛନ୍ତି ଭୋପାଳର ଜଣେ ଅଟୋ ଚାଳକ । କରୋନା ସଙ୍କଟ କାଳରେ ଅଟୋ ଚଳାଇ ଦୈନିକ ୨ ରୁ