କନ୍ଧମାଳରୁ କେରଳ ଗଡିଲା ଦାଦନ ବସ: ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ବାହାରିଲା ବସ
ବାଲିଗୁଡା : ଦାଦନ ମାନଙ୍କୁ କେରଳ ନେବା ପାଇଁ କନ୍ଧମାଳରୁ ଗଡ଼ିଲା ଦାଦନ ବସ । ଦଲାଲ କବଜାରେ ଶହ ଶହ ନିରୀହ ଆଦିବାସୀ। ଭଲ ଅର୍ଥ ଉପାର୍ଜନ ନେଇ ପ୍ରଲୋଭନର ଶିକାର ହୋଇ ନିରୀହ ଲୋକେ ବର୍ତ୍ତମାନ ଦାଦନ ପାଇଁ କେରଳ ମୁହାଁ । କନ୍ଧମାଳରୁ ଦାଦନ ଶ୍ରମିକ ଦୁର୍ଦଶା ଦିନକୁ ଦିନ ବୃଦ୍ଧି ପାଉଥିବା!-->…