ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ କାମଠଣା ଗ୍ରାମ ପଞ୍ଚାୟତ ଠାରେ ପାଳନ ସହ ଲୋଗୋ ଉନ୍ମୋଚନ
ଭବାନୀପାଟଣା: କଳାହାଣ୍ଡିର କଳା, ସଂସ୍କୃତି, ଲୋକନୃତ୍ୟ, ଆଦି ମହାନ ପରମ୍ପରାକୁ ନେଇ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ ଭବାନୀପାଟଣା ସଦର ବ୍ଲକ କାମଠଣା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ସ୍ଥାନୀୟ ସରପଞ୍ଚ ଲୋକନାଥ ଦୁର୍ଗାଙ୍କ ଅଧ୍ୟକ୍ଷତାରେ!-->…