‘ଦ ୱିକ-ହଂସl’ହସପିଟାଲ ରାଙ୍କିଙ୍ଗ ସର୍ଭେ ୨୦୨୩ରେ ଶୀର୍ଷ ସ୍ଥାନ ଅଧିକାର କଲା ଆମ୍ରି ହସପିଟାଲ ଭୁବନେଶ୍ୱର
ଭୁବନେଶ୍ୱର : ୨୦୨୩ ମସିହା ପାଇଁ 'ଦ ୱିକ-ହଂସl' ବାର୍ଷିକ ହସ୍ପିଟାଲ ମାନ୍ୟତା ସର୍ଭେରେ ଶୀର୍ଷ ସ୍ଥାନ ଅଧିକାର କରି ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ ପୁଣି ଥରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାର ପରିଚୟ ଦେଇଛି। ବିଗତ ୭ ବର୍ଷ ଧରି କ୍ରମାଗତ ଭାବେ!-->…