ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ ୪ ଜଣ ଶିଶୁ ଶ୍ରମିକ ଉଦ୍ଧାର
କାଲିମେଳା : ଜିଲ୍ଲା ଟାସ୍କ ଫୋର୍ସ କମିଟି କାଲିମେଳା ବ୍ଲକର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି!-->…