ପାରାଦୀପରେ ହୃତପିଣ୍ଡ ଫୁସଫୁସ ପୁନଃକାର୍ଯ୍ୟକ୍ଷମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରାଦୀପ : ପୃଥିବୀ ତଥା ଭାରତବର୍ଷରେ ଦୈନିକ ହୃତପିଣ୍ଡ ଓ ଫୁସଫୁସ ଜନିତ କାରଣ ଯୋଗୁଁ ବହୁ ଲୋକଙ୍କ ହୃଦଘାତରେ ମୃତ୍ୟୁବରଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ତେବେ କିଛି ସାବଧାନତା ଅବଲମ୍ବନ କଲେ ବହୁ ଜୀବନ ସୁରକ୍ଷିତ ହୋଇପାରନ୍ତା ଏବଂ ଏଥିପାଇଁ ସାଧାରଣରେ ପ୍ରଶିକ୍ଷିତ ହେବା ନିତ୍ୟାନ୍ତ!-->…