ରାଜ୍ୟ ବରିଷ୍ଠ ନାଗରୀକ ସଂଘ ପ୍ରତିଷ୍ଠାତା ସଦସ୍ୟଙ୍କ ପରଲୋକ
ଭୁବନେଶ୍ୱର ରାଜ୍ୟ ବରିଷ୍ଠ ନାଗରୀକ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଭୀମଟାଙ୍ଗୀ ନିବାସୀ ପଦ୍ମଚରଣ ମହାନ୍ତିଙ୍କର ଗତ ୧୯ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ରୁ ଅଧିକ ବର୍ଷ ହୋଇଥିଲା । ବିଗତ କିଛି ଦିନ ହେଲା ସେ ଦୁରାରୋଗ କଶନସରରେ ପିଡିତ ଥିଲେ । ରାଜ୍ୟ!-->…