ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା | ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ

ଟିପ୍ପର ଦୁର୍ଘଟଣାରେ ଗୋଟିଏ ଗାଁର ୬ଜଣ ମୃତ

ଶୋକାକୂଳ ପରିବେଶରେ ଫାଟି ପଡିଲା ଗାଁ ନବରଙ୍ଗପୁର : ଟିପ୍ପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗୋଟିଏ ଗ୍ରାମର ଛଅ ଜଣ ଯୁବକ । ଗାଁ ସାରା ଶୋକାକୁଳର ପରିବେଶ । କାମ କରିବାକୁ ଯାଇ ଶବ ହୋଇ ଫେରିଲେ । ମୃତ ଖବର ଶୁଣି ପରିବାର ଲୋକ ହତବାକ ହୋଇଥିଲେ ।ସୂଚନା ଅନୁସାରେ ଗତ କାଲି  ମାଲକାନଗିରି

ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ମୋ ଓଡ଼ିଶା,ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ଅନୁସାରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଉଚ୍ଚ ଶିକ୍ଷା, ଉଚ୍ଚ

ଇଫକୋ ପାରାଦୀପକୁ ମିଳିଲା ସମ୍ମାନଜନକ ଗ୍ରୀଣ୍ଟେକ ପରିବେଶ ପୁରସ୍କାର

ପାରାଦୀପ : ପରିବେଶ ଉତ୍କର୍ଷ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ଇଫକୋ ପାରାଦୀପ ୟୁନିଟ୍ ୨୩ତମ ବାର୍ଷିକ ଗ୍ରୀଣ୍ଟେକ୍ ପରିବେଶ ପୁରସ୍କାର ୨0୨୩ ର ବିଜେତା ହୋଇଛି l ଗତ ନଭେମ୍ବର ୨୪ ତାରିଖରେ ଜାମ୍ମୁ ଓ କାଶ୍ମୀରର ସୋନମାର୍ଗଠାରେ ଆୟୋଜିତ ଗ୍ରୀଣ୍ଟେକ ବାର୍ଷିକ ସମ୍ମିଳନୀରେ ଇଫକୋକୁ ଏହି

ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମ, ଯୋଗଦେବା ପାଇଁ କଲିକତା ଯାତ୍ରାକଲେ କଳାହାଣ୍ଡିର ୨୦ ଜଣ ଯୁବକ ଯୁବତୀ

ଭବାନୀପାଟଣା : କଳାହାଣ୍ଡିର ଥିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ୨୪ ବାଟାଲିୟନ ସିଆରପିଏଫ୍ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର,ନର୍ଲା ଓ କେସିଙ୍ଗା

ମୌଳିକ ସୁବିଧାରୁ ବଞ୍ଚିତ ଏଲକାନୁର ଗ୍ରାମ

କାଲିମେଳା : ଆଦିବାସୀ ବହୁଳ ଜିଲ୍ଲା ଗୁଡିକ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ବାସ୍ତବରେ ପ୍ରଣୟନ ହୋଇପାରୁନି l ଦଶନ୍ଧି ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଏମିତି କେତେ ଗୁଡିଏ ଗାଁ ରହିଛି ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ପାରି ନାହି କି, ନଳକୂପ ନାହି

ବିଶ୍ୱ ସ୍ତରୀୟ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ସପ୍ତାହ ପାଳନ

ଭୁବନେଶ୍ୱର : ଏକ ବିଶ୍ୱ ସ୍ତରୀୟ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ସପ୍ତାହ ପାଳନ ବିରୋଧରେ ଲଢେଇ ପାଇଁ ଏକ ବିଶ୍ୱସ୍ତରୀୟ ସଂଗଠନ ହେଫର୍ ଇଣ୍ଟରନ୍ୟାସନାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି | ନଭେମ୍ବର 24, 2023 ରେ ହୋଟେଲ ସ୍ୟାଣ୍ଡି ଟାୱାର, ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ

ଆଇଟିସି ଭିଭେଲ୍ ର ନୂଆ କ୍ୟାମ୍ପେନରେ ସୋନମ୍ କପୁର

କଟକ: ସୋନମ୍ କପୁର ଆଇଟିସି ଭିଭେଲ୍ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଏହାର ବ୍ରାଣ୍ଡ୍ ଦୁନିଆରେ ପ୍ରବେଶ କରିଛନ୍ତି, ଯିଏକି ଆଇଟିସି ଭିଭେଲ୍ ର ନୂଆ ଟିଭିସିରେ ଅଭିନୟ କରିଛନ୍ତି । ସୋନମଙ୍କ ସହ ନିର୍ମିତ ଏହି ଫିଲ୍ମଟି ଭିଭେଲ୍ ଆଲୋବେରା ସାବୁନର କୋମଳ ଓ ପୋଷଣଯୁକ୍ତ ଗୁଣଗୁଡିକୁ

ବ୍ୟାସନଗରରେ ଇତିହାସ ରଚିଲା ଭସାଣି ଉତ୍ସବ ଓ କାଳି ମେଳଣ ଉତ୍ସବରେ ପାଞ୍ଚ ଲକ୍ଷରୁ ଅଧିକ ଦର୍ଶକ

ବ୍ୟାସନଗର  : ଯାଜପୁର ଜିଲ୍ଲାର  ବ୍ୟାସନଗର ଠାରେ ଚଳିତ ବର୍ଷ ଭସାଣି  ଓ ମେଳଣ ଉତ୍ସବ ମାହଲରେ ପାଞ୍ଚ ଲକ୍ଷ ଦର୍ଶକମାନଙ୍କ ମନକୁ ମୋହିଥିଲା ଏହି ଉତ୍ସବ, ଇତିହାସ ରଚିଛି l ବୁଧବାର ଥିଲା ବ୍ୟାସନଗରର ସହରର  ଜଗତ ଜନନୀ ମା କାଳୀଙ୍କ ମେଲାଣି ଉତ୍ସବ l ଏହି ସହରରେ  ୧୫ ଗୋଟି ପୂଜା ମଣ୍ଡପରେ ମା

ଚପ୍ରିୟା ପଞ୍ଚାୟତରେ ଆବାସ ଯୋଜନାରେ କେଳେଙ୍କାରୀ

ଜଣଙ୍କୁ ଦେଲେ କାର୍ଯ୍ୟାଦେଶ ଆଉ ଜଣଙ୍କ ନାମରେ ଜିଆଇଓ ଟ୍ୟାଗ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବ୍ଲକ ପ୍ରଶାସନର ବେଖାତିର ପରିତ୍ୟକ୍ତ ଝୁମ୍ପୁଡି ଘରେ ବୃଦ୍ଧା କ୍ଷୀର ରଣା ଗୋଳାମୁଣ୍ଡା : କେନ୍ଦ୍ର ସରକାର ଘର ନଥିବା ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର