ଡିସେମ୍ବର ୧ ରୁ କୋଣାର୍କ ଉତ୍ସବ

ନିମାପଡ଼ା : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୪ ତମ କୋଣାର୍କ ଉତ୍ସବ ଓ ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଆ ଭାଷା

ମାଲକାନଗିରି ତୁଳସୀ ପାହାଡ଼ରୁ ମାଓ ଡମ୍ପ ଠାବ

ମାଲକାନଗିରି : ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓପ୍ରବଣ ତୁଲସୀ ପାହାଡ଼ରେ କୁମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ପକ୍ଷରୁ ପୂର୍ବରୁ ଲୁଚାଇ ରଖିଥିବା ବହୁ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ପୋଲିସ ହାତରେ ଲାଗିଛି। ତେବେ ମାଲକାନଗିରି ଏସପି ନୀତେଶ ୱଦବାନିଙ୍କ ନେତୃତ୍ବରେ ଏସ.ଓ.ଜି

ଆଞ୍ଚଳିକ ପୂଜ୍ୟପୂଜା ସଂସଦ ଏରସମାର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା  ଆଞ୍ଚଳିକ ପୂଜ୍ୟପୂଜା ସଂସଦ ତରଫରୁ ଷଷ୍ଠ ବାର୍ଷିକ ଉତ୍ସବ ସ୍ୱାମୀ ବିବେକାନନ୍ଦ କ୍ଳବ ସିହା, ସଭା ଗୃହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଯଜାତି କେଶରୀ ସାମାନ୍ତରାୟଙ୍କ ପରିଚାଳନା ଓ ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ କବିତା ଆସର ଓ

ପାରାଦୀପରେ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ପାରାଦୀପ : ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ପାରାଦ୍ଵୀପ ଆସିବା ପୂର୍ବରୁ ପାରାଦ୍ଵୀପ ଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଡଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଜନ ଆକ୍ରୋଶ ସମାବେଶ

ଚମ୍ପୁଆ : ଦୁର୍ନିତୀଗ୍ରସ୍ତ ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚମ୍ପୁଆ ଵିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ସମାବେଶ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଶିବ ମନ୍ଦିର ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମାକରି ଵ୍ଲକ

ଜନ ସୁରକ୍ଷା ଗଜ ସୁରକ୍ଷା ତାଲିମ ଶିବିର

ଚମ୍ପୁଆ : ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳ ଵାୟୁ ପରିବର୍ତ୍ତନ ଵିଭାଗଙ୍କ ନିର୍ଦ୍ଦେଶକ୍ରମେ ଆଜି ଚମ୍ପୁଆ ବନ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହାତୀ ସୁରକ୍ଷା ଓ ଜୀବନ ଜୀବିକା ବିକାଶ ସମ୍ପର୍କିତ ଏକ ତାଲିମ ଶିବିର ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ସ୍ଵୟଂ ସହାୟକ ଦଳର ମହିଳାମାନେ ସମାଜ ପରିବର୍ତ୍ତନର ସାରଥୀ ହେବା ଦରକାର – ଜିଲ୍ଲାପାଳ

ନବରଙ୍ଗପୁର : ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ବ୍ଲକର ମହିଳା ସ୍ଵୟଂ ସହାୟକ ଦଳର ମହାସଂଘର ସଭାପତି ଓ ସମ୍ପାଦିକା

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଶିବିର

ବ୍ୟାସନଗର : ବ୍ୟାସନଗର ସ୍ଥିତ କେ.ଏନ.ଡି.ଏ ସମ୍ମିଳନୀ ଗୃହରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଜନଶୁଣାଣି ଶିବିର ଏକ ପ୍ରକୃଷ୍ଟ

ସର୍ବଭାରତୀୟ କରାଟେ ଚମ୍ପିଆନସିପ-୨୦୨୩: କନିଷ୍ଠ ବିଭାଗରେ କେରଲା ଇଂରାଜୀ ବିଦ୍ୟାଳୟର ପ୍ରିୟାଂଶୀଙ୍କୁ ବ୍ରୋଞ ପଦକ

ଚମ୍ପୁଆ : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତା -୨୦୨୩ କନିଷ୍ଠ ବର୍ଗରେ ସ୍ଥାନୀୟ କେରଲା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ପ୍ରିୟାଂଶୀ ଖଣ୍ଡାୟତ ବ୍ରୋଞ ପଦକ ହାସଲ କରି ଅନୁଷ୍ଠାନ ତଥା ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି ।ଏବେ ସେ ଏ ଅନୁଷ୍ଠାନର ୭ମ ଶ୍ରେଣୀରେ ଅଧ୍ୟୟନରତ

ଟ୍ରକ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଉମରକୋଟ : ଟ୍ରକକୁ ଓଭର ଟେକ କରିବାକୁ ଯାଇ ଦୁର୍ଘଟଣାର ଶିକାର,  ବାଇକ୍ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଠାରୁ ରାଇଘର ଯିବା ରାସ୍ତାର ୟୁଭି ୬ ନଂ(ବୁର୍ଜା) ଛକ ନିକଟରେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ