ଉଦଘାଟନ ସରିବା ସପ୍ତାହେ ପୁରିନାହିଁ, ପ୍ଲେଟ ଭାଙ୍ଗି ଡ୍ରେନରେ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ
ଉମରକୋଟ : ଉମରକୋଟ ସହର ପ୍ରାରମ୍ଭରେ ଆଇ ଲଭ ଉମରକୋଟ ସେଲଫି ପଏଣ୍ଟ ଉଦଘାଟନ ହୋଇ ସପ୍ତାହେ ହୋଇନାହିଁ, ଚାଳକ ଡ୍ରେନ ଉପରେ ପଡିଥିବା କଭର ପ୍ଲେଟ ଉପରେ ମାଲ ବୋଝେଇ ଟ୍ରକ ପାର୍କିଙ୍ଗ କରିବା ଯୋଗୁଁ ନୂତନ ଭାବେ ନିର୍ମାଣଧୀନ ଡ୍ରେନର କଭର ପ୍ଲେଟ ସବୁ ଭାଙ୍ଗିଗଲା।ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା!-->…