ଏସିଆନ ଆଥଲେଟିକ୍ସ ପ୍ରତିଯୋଗୀ ଧୁନ ଚନ୍ଦ୍ର ତରାଇଙ୍କୁ ପୂର୍ବତନ ବନ୍ଦର ଟ୍ରଷ୍ଟିଙ୍କ ସହାୟତା
ପାରାଦୀପ : ଚଳିତ ନଭେମ୍ବର ମାସ ୧୪ ରୁ ୨0 ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ ମାଷ୍ଟର ଆଥଲେଟିକ୍ସ ଚାମ୍ପିୟନସିପରେ ପାରାଦୀପ ବନ୍ଦର କର୍ମଚାରୀ ଧୁନ ଚନ୍ଦ୍ର ତରାଇ (୫୮) ଭାରତର ପ୍ରତିନିଧିତ୍ୱ ପାଇଁ ମନୋନୀତ ହୋଇ ପାରାଦୀପ ପାଇଁ ଗୌରବ ଆଣିପାରିଛନ୍ତି!-->…