ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର
କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି-୯୦ ଗ୍ରାମ ଠାରୁ ଫାର୍ମକଲୋନୀ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଫାର୍ମକଲୋନୀ ରାସ୍ତାରେ ସ୍କୁଟି କୁ ଧକ୍କା ଦେଲା ବୋଲେରୋ,ଫଳରେ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।!-->…