କୈରାଲୀ କଲେଜରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା, ଦୁର୍ନୀତି ହଟିଲେ ,ଦେଶ ହସିବ

ଚମ୍ପୁଆ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ କୈରାଲୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପକ/ଅଧ୍ୟାପିକା ଓ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ

ଇଫକୋ ପାରାଦୀପ ପକ୍ଷରୁ ଭିଜିଲାନ୍ସ ସଚେତନତା ଅଭିଯାନ

ପାରାଦୀପ : ବ୍ୟକ୍ତିଗତ ଅଖଣ୍ଡତା, କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ସର୍ବୋଚ୍ଚ ମାନକୁ ବଜାୟ ରଖିବା ପାଇଁ, ଇଫକୋ ପାରାଦୀପ ୟୁନିଟ୍ ପର୍ଯ୍ୟବେକ୍ଷଣ ଭିଜିଲାନ୍ସ ବା ଦୁର୍ନୀତି ନିବାରଣ ସଚେତନତା ଅଭିଯାନ -୨0୨୩ ର ଶୀର୍ଷକ  "ଦୁର୍ନୀତିକୁ ନା କୁହ; ଦେଶ ପ୍ରତି ପ୍ରତିଶ୍ରୁତି ଦିଅ"

ଅନ୍ଧାର ଭିତରକୁ ଠେଲି ହୋଇଯାଉଛି କୁନିନାଳ ଗାଁର ଛୋଟଛୋଟ ପିଲାଙ୍କ ଭବିଷ୍ୟତ

ଝରୀଗାଁ  : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀଗାଁ ପଞ୍ଚାୟତ  ଅଧିନସ୍ଥ ଏକ ପୁରାତନ ଗାଁ କୁନିନାଳ | ଗାଁର ଜନସଂଖ୍ୟା 60ରୁ ଉର୍ଦ୍ଧ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିଜୁଳି ଭଳି ମୌଳିକ ସୁବିଧାରୁ ଏବେଯାଏ ବଞ୍ଚିତ ରହିଛନ୍ତି ଏଠିକାର ବାସିନ୍ଦା |ସରକାର ଶିକ୍ଷାକୁ

ନିର୍ବାଚନ ସମୟରେ ନକ୍ସଲ ହିଂସା

 * ପୋଲିସ ଇନଫର୍ମର୍ ସନ୍ଦେହରେ ତିନି ଗ୍ରାମବାସୀଙ୍କୁ  ହତ୍ୟା ନବରଙ୍ଗପୁର : ଆଗକୁ ଛତିଶଗଡରେ ବିଧାନସଭା ନିର୍ବାଚନ ରହିଛି। କିନ୍ତୁ ଏହା ପୂର୍ବରୁ ଛତିଶଗଡ କାଙ୍କେର ଜିଲ୍ଲା ରେ ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି । ଗୋଟିଏ ପଟ ନିର୍ବାଚନୀ ହୱାରେ ଲୋକ ଉତ୍ସାହିତ ରହିଥିବାବେଳେ ଅନ୍ୟ

ଗୋଳାମୁଣ୍ଡା ଶିବାଜୀ ଷ୍ଟାଡିୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବିଜେଡି ଦଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଗୋଳାମୁଣ୍ଡା ବିଡିଓ,ତହସିଲଦାର ତତ୍ୱାବଧାନରେ ଗୋଳାମୁଣ୍ଡା ବ୍ଲକ ଏମ ବି କେ,ସି

କାଲିମେଳା କଂଗ୍ରେସ ପକ୍ଷରୁ ଚାଷୀ ଋଣ ଛାଡ ପାଇଁ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲେ ୭ଟି ପଞ୍ଚାୟତ ଲୋକେ

କାଲିମେଳା : ପାଣି ଅଭାବରୁ ଅନେକ ଜାଗାରେ ଫସଲ ନଷ୍ଟ ହେବାରେ ଲାଗିଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି | ବର୍ଷା ଅଭାବରୁ ଜମି ଫାଟି ଆଁ କରି ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଥିବା ବେଳେ ସେପଟେ ଠିକ ସମୟରେ କେନାଲ ବିଭାଗ

‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନଭେମ୍ବର ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହାର ଉଦେଶ୍ୟ ହେଉଛି ଭାରତର

ଏସିଆନ ଆଥଲେଟିକ୍ସ ପ୍ରତିଯୋଗୀ ଧୁନ ଚନ୍ଦ୍ର ତରାଇଙ୍କୁ ପୂର୍ବତନ ବନ୍ଦର ଟ୍ରଷ୍ଟିଙ୍କ ସହାୟତା

ପାରାଦୀପ :  ଚଳିତ ନଭେମ୍ବର ମାସ ୧୪ ରୁ ୨0 ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ ମାଷ୍ଟର ଆଥଲେଟିକ୍ସ ଚାମ୍ପିୟନସିପରେ ପାରାଦୀପ ବନ୍ଦର କର୍ମଚାରୀ ଧୁନ ଚନ୍ଦ୍ର ତରାଇ (୫୮) ଭାରତର ପ୍ରତିନିଧିତ୍ୱ ପାଇଁ ମନୋନୀତ ହୋଇ ପାରାଦୀପ ପାଇଁ ଗୌରବ ଆଣିପାରିଛନ୍ତି

ପୂର୍ବତଟ ରେଳପଥ କର୍ମଚାରୀମାନେ ସତର୍କତା ସଚେତନତା ସପ୍ତାହରେ ଶପଥ ନେଲେ

ଭୁବନେଶ୍ୱର : ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ହଟାଇବା ପାଇଁ ଆଜି ପୂର୍ବାହ୍ନରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ପୂର୍ବ ତଟ ରେଳପଥର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ସତର୍କତା ସଚେତନତା” ଶପଥ ଗ୍ରହଣ କରାଇଛନ୍ତି ରେଳବାଇର ଅତିରିକ୍ତ

ପାରାଦୀପ ବନ୍ଦର ପକ୍ଷରୁ ସପ୍ତାହ ବ୍ୟାପି ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ

ପାରାଦୀପ : ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ନିର୍ଦେଶନାମା ଅନୁଯାୟୀ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସପ୍ତାହ ବ୍ୟାପି 'ଭିଜିଲାନ୍ସ ସଚେତନତା' ବା 'ଦୁର୍ନୀତି ନିବାରଣ ସଚେତନତା' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଅକ୍ଟୋବର ମାସ ୩0 ତାରିଖରୁ