ମୟୂରୀ କଳା ପରିଷଦ ପକ୍ଷରୁ ପାରାଦୀପ ବେଳାଭୂମିରେ ଦୁଇଦିନିଆ କୁମାର ମହୋତ୍ସବ
ପାରାଦୀପ : ପବିତ୍ର ଗଜଲକ୍ଷ୍ମୀ ପୂଜା ପରିପ୍ରେକ୍ଷୀରେ ମୟୂରୀ କଳା ପରିଷଦ ପକ୍ଷରୁ ପାରାଦୀପ ବେଳାଭୂମି ସ୍ଥିତ କଳିଙ୍ଗ ବାଲିଯାତ୍ରା ପଡିଆ ଠାରେ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପି କୁମାର ମହୋତ୍ସବ ଶନିବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ!-->…