ଦେଶରେ କରୋନା ଆରୋଗ୍ୟ ହାର ୯୬.୯୮%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୮୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୭ ଲକ୍ଷ ୩୩ ହଜାର ୧୩୧ରେ ପହଂଚିଛି। ସେହିପରି ୧୪ ହଜାର ୮୦୮ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୪

ହାତବୁଣା ଲୁଗା ବେପାରରେ ବୁଣାକାର ବାଟବଣା!

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ରେ ରହିଛି ଆସିବାସୀ ତନ୍ତୁବାୟ ସହଯୋଗ ସମିତି । ୧୯୮୦ରେ ଏହି ସମିତି ସ୍ଥାପିତ ହୋଇଥିବା ବେଳେ ସେତେବେଳେ ୧୦୧ ଜଣ ବୁଣାକାର ଏଠାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ୧୯୯୭ରେ କୌଣସି କାରଣ ପାଇଁ ଏହି ସମିତ ବନ୍ଦ ହୋଇପଡିଲା

ଚମ୍ପୁଆ ଚକ୍ଷୁ ଚିକିତ୍ସାଳୟ ବନ୍ଦ !

ଚମ୍ପୁଆ: ସରକାରୀ ହାକ୍ତରଖାନାରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସାଙ୍ଗକୁ ମାଗଣା ଔଷଧ,ବିଭିନ୍ନ ରୋଗର ମାଗଣା ପରିକ୍ଷାର ମଧ୍ୟ ସୁବନେ୍ଦାବସ୍ତ କରିଛନ୍ତି ।ଜଣେ ହେଲେ ରୋଗୀ ଯେପରି ସେବାରୁ ବଂଚିତ ନହେବ ଏହା ହିଁ ସରକାରଙ୍କ ମୁଖ୍ୟ ଉଦେଶ୍ୟ ରହିଛିା କିÿିନ୍ତୁ ଆଶ୍ଚର୍ଯ୍ୟର ବିଷୟ

ଲିଙ୍ଗରାଜଙ୍କ ସେବାୟତଙ୍କୁ ମାଗଣା କୋଭିଡ଼୍ ଟିକା ଦାବି

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ୧୯୯୪ମସିହାରେ ଗଠିତ ଦିର୍ଘଦିନର ବ୍ୟବଧାନ ପରେ ଲିଙ୍ଗରାଜ ସେନା ପୁର୍ନଗଠିତ ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସମସ୍ୟା, ସେବାୟତଙ୍କ ସମସ୍ୟା, ଯାନିଯାତ୍ରାରେ ଉପୁଜୁଥିବା ସମସ୍ୟା ଓ ସ୍ଥାନୀୟ ସମସ୍ୟାକୁ ସମାଧାନ ପାଇଁ ଏହା କାର୍ଯ୍ୟ କରିବ ।

ଯାଜପୁର ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

ଯାଜପୁର : ଯାଜପୁର ଠାରେ ୫ମ ଜିଲ୍ଲା ପରିଷଦର ଦ୍ୱାଦଶ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ସ୍ୱତନ୍ତ୍ର ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରି କହିଲେ ଯେ, ଜିଲ୍ଲାରେ ୧୦ ଗୋଟି ବ୍ଳ୍କରେ

ସିଙ୍ଘୁରେ ଖଣ୍ଡଯୁଦ୍ଧ : ଭଙ୍ଗାରୁଜା

ନୂଆଦିଲ୍ଲୀ: ପୁଣି ଥରେ ସିଙ୍ଘୁ ଅଶାନ୍ତ ହୋଇ ପଡିଛି । ଆନେ୍ଦାଳନକାରୀଙ୍କୁ ବିରୋଦ୍ଧ କରି ସ୍ଥାନୀୟ ଲୋକେ ଟେକାମାଡ କରିବା ଯୋଗୁଁ ରଣ କ୍ଷେତ୍ର ପାଲଟିଥିଲା । ତେବେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରଥମେ ଲୁହ ବୁହା ଗ୍ୟାସ ପ୍ରୟକ କରି ବିଫଳହେବା ପରେ ଲାଠି ମାଡ କରିଥିଲା ।

ଟିକାକରଣରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର :  ଟିକାକରଣରେ ଓଡ଼ିଶା  ପ୍ରଥମ ସ୍ଥାନରେ  ରହିଛି। କାରଣ ପ୍ରଥମ ସ୍ଥାନରେ ଥିବା ଳାକ୍ଷାଦ୍ବୀପ କେନ୍ଦ୍ର ଶାସିତ ଅଂଚଳ। ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ପ୍ରଥମ ଯେଉଁ

ଆସିଲା ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କରୋନା ସଙ୍କଟ ଯୋଗୁ ଦେଶର ଅର୍ଥନୀତି କେମିତି ପ୍ରଭାବିତ ହୋଇଛି, ତା’ହା ଏହି ସର୍ଭେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି।

ଆମ ଶିକ୍ଷାବିତ୍‌ କେଡ଼େ ଅସହାୟ ସତରେ !

ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବରେ ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ ନୁହେଁ। କୁଳପତି (vc)ସରକାରଙ୍କ ପ୍ରତିନିଧି ହେବା ଉଚିତ୍‍ ନୁହେଁ। ବିଶ୍ୱବିଦ୍ୟାଳୟ ସରକାରଙ୍କର ଏକ ବିଭାଗ ହେବା ଉଚିତ ନୁହେଁ।ଯେତେବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍‍ (ou Bill-1942)ତତ୍କାଳୀନ ଶିକ୍ଷାମନ୍ତ୍ରୀ

୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ପୁଣି କଠୋର ହେଲେ ରାଜ୍ୟ ସରକାର। ଦୁର୍ନୀତି ଓ ଅପରାଗତା ପାଇଁ ଆଉ ୯ ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଛି। ଅନ୍ୟ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।