ଓଏମସି ପକ୍ଷରୁ ଛତୁ ଚାଷ ଉପରେ ଦକ୍ଷତା ଵୃଦ୍ଧି ତାଲିମ ଶିବିର

ଯୋଡ଼ା : ଛତୁ ଚାଷ ଏକ ଅର୍ଥକାରୀ ଚାଷ । ଏହାକୁ ଚାଷୀମାନେ ବାରମାସ ଉତ୍ପାଦନ କରି ପାରିବେ । ଏହାର ବଜାର ଦର ମଧ୍ୟ ଠିକ୍ ଅଛି । ଚାଷୀ ମାନଙ୍କ ଉନ୍ନତି ପାଇଁ ଓଡିଶା ଖଣିନିଗମ ତିରିଂ ପାହାଡ ଲୌହ ଖଣି ତରଫରୁ  କୁନ୍ଦୁରିପାଣି ଗ୍ରାମ ସଭା ଗୃହରେ ଛତୁ ଚାଷ ଉପରେ ଏକ ଦକ୍ଷତା ଵୃଦ୍ଧି ତାଲିମ

ଓଡିଶା ସୀମାନ୍ତରେ ହାତିପଲ

* ବୋରେଇ ମୁଖ୍ୟ ରାସ୍ତା ଅତିକ୍ରମ କଲେ ହାତୀପଲ *ସୀମାନ୍ତ ରେ ଭୟ ର ବାତାବରଣ ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ବୋରେଇ ମୁଖ୍ୟ ରାସ୍ତା ଉପରେ ଆଜି ଏକ ହାତୀପଲ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା l ଆଜି ଅପରାହ୍ନରେ ପ୍ରାୟ ୩୦ରୁ ଉର୍ଧ ଗୋଟି

ଡାକ୍ତର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ବିରଳ ଅସ୍ତ୍ରୋପଚାର,ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମା ମାଣିକେଶ୍ୱରୀ  ସୁପର ହସ୍ପିଟାଲ ରେ ଅର୍ଥପେଡିକ ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଙ୍କ ଦ୍ୱାର ପଡିଯାଇ ଗୋଡଜଙ୍ଘ  ହାଡ ଭାଙ୍ଗି ଯାଇଥିବା ଜୈନିକ ରୋଗୀକୁ  ସଫଳ ଅସ୍ତ୍ରୋପଚାର କରିଥିଲେ । ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଧୀରେ ଧୀରେ

ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ନିମନ୍ତେ ଆସନ୍ତା ୨୪ ତାରିଖରୁ ଆମରଣ ଅନଶନ

ବ୍ୟାସନଗର : ବ୍ୟାସନଗର ପୌର ପରିଷଦରେ ଥିବା ରାଜୀବ ଗାନ୍ଧୀ ଷ୍ଟାଡିୟମର ଦୂରାବସ୍ଥାର ସ୍ଥାୟୀ ପ୍ରତିକାର ନିମନ୍ତେ  ଭେଟରାନ୍ କ୍ରୀଡାବିତ୍ ବି, ଏସ, କେ ସାମଲ ଡାକରା ଦେଇଥିବା ଆନ୍ଦୋଳନକୁ ଯାଜପୁରରୋଡ ସିଭିଲ ସୋସାଇଟି ସମ୍ପୁର୍ଣ୍ଣ ସମର୍ଥନ କରିଥିଲା । ପୂର୍ବ ନିଷ୍ପତି ଅନୁଯାୟୀ ସିଭିଲ

ପାରାଦୀପ ମହାବିଦ୍ୟାଳୟରେ କ୍ରୀଡା , ସଂସ୍କୃତି ଓ ସାହିତ୍ୟ ଉତ୍ସବ

ପାରାଦୀପ : ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ କ୍ରମେ ପାରାଦୀପ ମହାବିଦ୍ୟାଳୟରେ ଦୀର୍ଘ ୫ଦିନ ଧରି କ୍ରୀଡା , ସଂସ୍କୃତି ଓ ସାହିତ୍ୟ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଳା, ସଙ୍ଗୀତ, ନୃତ୍ୟ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ସହ

ବ୍ଲକ ସ୍ତରୀୟ ସୁରଭି ଓ ମିଲେଟ ମିଶନ-୨୦୨୩ ଅନୁଷ୍ଠିତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ବ୍ଲକ ସ୍ତରୀୟ ସୁରଭି ଓ ମିଲେଟ ମିଶନ ୨୦୨୩ କାର୍ଯ୍ୟକ୍ରମ ସ୍ଥାନୀୟ ମହତାବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚମ୍ପୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ

ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ -2023 ଡିସେମ୍ବର 01 ତାରିଖରେ ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା,ଲୋକଗୀତ,ବାଦ୍ୟ,ଭାଇଚାରା ସମ୍ପର୍କ ଓ ବନ୍ଧୁ ମିଲନର ସାଂସ୍କୃତିକ ଉତ୍ସବ ମଣ୍ଡେଇ-2023 ଆସନ୍ତା ଡିସେମ୍ବର ମାସ 10 ତାରିଖ ରୁ 14 ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆଠାରେ ମହାସମାରୋହରେ ଆୟୋଜନ କରାଯିବା ସହିତ ମଣ୍ଡେଇ

ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା ଚାଲିଲା ୩୬ଟି ବସ୍, ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ, ପ୍ରଥମ କରି ମାଲକାନଗିରିରେ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସାରା ରାଜ୍ୟରେ ଚାଲିବ ୧୦୦୦ରୁ ଅଧିକ ବସ୍। ଲକ୍ଷ୍ମୀ ଯୋଜନା

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ପାରଳାଖେମୁଣ୍ଡି : ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ  ଆଜି ରାଜ୍ୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର

ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ପାରାଦୀପ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସ୍ୱଚ୍ଛତା ହିଁ ସେବା' ଆହ୍ୱାନ ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ସମେତ ପାରାଦୀପ ପୌରପାଳିକା, ପାରାଦୀପ ସାକ୍ଷରତା ସମିତି, ସ୍ଥାନୀୟ ସ୍କୁଲ ମାନଙ୍କର ଛାତ୍ରଛାତ୍ରୀ ଓ ବନ୍ଦର ଅନ୍ତେବାସୀ ମାନଙ୍କ ମିଳିତ ସହଯୋଗରେ ଏକ