ଆମେରିକାରେ ୭୦ବର୍ଷ ପରେ ମହିଳାଙ୍କୁ ମୃତ୍ୟୁଦଣ୍ଡ

ୱାଶିଂଟନ୍‌: ଦୀର୍ଘ ୭୦ବର୍ଷ ପରେ ଆମେରିକା ଇଣ୍ଡିଆନା ପ୍ରଦେଶରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ବୁଧବାର ଲିସା ମୋଣ୍ଟଗୋମେରି (୫୨) ନାମକ ମହିଳାଙ୍କୁ ବିଷ ଇଞ୍ଜେକସନ୍‌ ଦିଆଯିବା ପୂର୍ବକ ମୃତ୍ୟୁଦଣ୍ଡ ଦିଆଯାଇଛି। ଲିସା ୨୦୦୪ରେ ଏକ ଗର୍ଭବତୀ କୁକୁରକୁ ହତ୍ୟା କରିଥିଲେ।

ପବିତ୍ର ମକର ସଂକ୍ରାନ୍ତି ; ଘରେ ଘରେ ମକର ଚାଉଳ

ଭୁବନେଶ୍ୱର / ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ପୂଜା , ମକର ଚାଉଳ ସହ ପିଠାର ଆୟୋଜନ ହେବା ସହ ରାଜ୍ୟର କିଛି ସ୍ୱତନ୍ତ୍ର ସ୍ଥାନରେ ଏହାକୁ ବିଶେଷ ଶୈଳୀରେ ପାଳନ କରାଯାଏ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ମକର ଚୈରାଅଶୀ ବେଶ। ମହାପ୍ରଭୁଙ୍କ ନିକଟରେ

ରାଜ୍ୟରେ ଆଉ ପଜିଟିଭ ୨୨୨

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ ; ସଙ୍ଗରୋଧ କେନ୍ଦ୍ରରୁ ୧୨୭, ସ୍ଥାନୀୟ ୯୫, ମୋଟ ପଜିଟିଭ ୩,୩୨,୭୬୩କୁ ବୃଦ୍ଧି ପାଇଛି। ୩,୨୮,୬୨୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୯୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୩ ଜିଲା ଓ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ, ଝିଅ ଦେଲେ ମୁଖାଗ୍ନି

ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆବୋଦା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ପ୍ରକାଶଙ୍କ ପରଲୋକ ହୋଇଥିଲା। ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିୟୋଗରେ

ସାହାରା ଇଣ୍ଡିଆ ଜମାକାରୀଙ୍କ ଜମାଧନ ଫେରସ୍ତ ନେଇ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର: ସ୍ଥାନୀୟ ଟାଟା ବେଞ୍ଚ୍ ରୋଡ଼ ନିକଟସ୍ଥ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ସାହାରା ଇଣ୍ଡିଆ ଜମାକାରୀଙ୍କ ଜମାଧନ ଫେରସ୍ତ ନେଇ କର୍ମଚାରୀମାନେ ଧାରଣା ଦେଇଥିଲେ । କର୍ମଚାରୀ ସଂଘର ସଭାପତି ବିଜୟ କୁମାର ପାଢୀଙ୍କ କହିବା ଅନୁଯାୟୀ ବ୍ରହ୍ମପୁର ସେକ୍ଟର ବ୍ରାଞ୍ଚର ମାଚୁରିଟି

ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ସହ ୨୫ଜଣଙ୍କୁ ସାମିଲ କରାଯାଉ : ନିରଞ୍ଜନ

ଭୁବନେଶ୍ୱର - ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଓଡିଶାକୁ ଅଣଦେଖା କରାଯାଇଛି ବୋଲି

ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟସ୍ଥାନରେ କୋଭାସିଲ୍ଡ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଦୁଇ କରୋନା ଟିକା ରାଜ୍ୟରେ ପହଞ୍ଚିଥିଲା ବେଳେ ଆସନ୍ତା ୧୬ ତାରିଖରୁ ଟିକା କରଣ ଆରମ୍ଭ ହେଉଛି । ତେବେ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ରାଜଧାନୀ ଭୁବନେଶ୍ୱରରେ କୋଭାକ୍ସିନ

ରକ୍ତ ଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

ଯାଜପୁର : ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଯାଜପୁରର ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପଠାରେ ରାମକୃଷ୍ଣ ମିଶନ ଯାଜପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ଦେବସା ନନ୍ଦଜୀ ମହାରାଜ

କଳାହାଣ୍ଡିରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖ ଦିନ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଇନ୍ଦ୍ରାବତୀର ଜଳକୁ ନେଇ ୯୮୬ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍ବତୀଗିରୀ ବୃହତ ଉଠାଜଳସେଚନକୁ ଉଦ୍ଘାଟନ କରିବେ । ଭବାନୀପାଟଣା ଠାରେ ୩.୫ କୋଟି ଟଙ୍କା ବ୍ୟୟରେ ଅବଜାରବେସନ ହୋମ୍

ମାରଣାସ୍ତ୍ର ଦେଖାଇ ଟ୍ରକରୁ ଲୁଟ୍: ୩ ଗିରଫ

କେଉଁଝର: ଅସାମାଜିକ ତତ୍ତ୍ୱଙ୍କ ନିମନ୍ତେ ଲୁଟ,ଡକାୟତି ଏବଂ ଅପରାଧିକ କାର୍ଯ୍ୟକଳାପ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ସବୁ ନିୟମ କାନୁନ ଓ ପୋଲିସକୁ ଫୁ କରି ଅପରାଧୀ ମାନେ ମାରଣାସ୍ତ୍ର ସହ ଦଳ ଦଳ ହୋଇ ବୁଲି ବିଭିନ୍ନ ଅପରାଧିକ କାର୍ଯ୍ୟ ଘଟାଉଥିବାଦେଖିବାକୁ ମିଳୁଛି ।