ବିଟ୍କଏନ୍ରେ ୧୮୦୦ କୋଟିର ମାଲିକ ପାସ୍ୱାର୍ଡ ଭୁଲି ଗୋଟିଏ ଟଙ୍କା ପାଇଲେନି
ନୂଆଦିଲ୍ଲୀ: ବିଟ୍କଏନରେ ଅର୍ଥ ନିବେଶ କରି କୋଟିପତି ହୋଇଥିବା ଜଣେ ବ୍ୟକ୍ତି ଏବେ ଫକଡରାମ୍ । ଷ୍ଟେଫାନ ଥମାସ ନାମକ ଏହି ବ୍ୟକ୍ତି ନିଜ ପାସ୍ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି । ଥମାସ୍ ୭୦୦୨ଟି ବିଟ୍କଏନ୍ର ମାଲିକ ଥିଲେ । ଗୋଟିଏ ବିଟ୍କଏନ୍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫!-->…