ଟେଲିଫିଲ୍ମ ‘ସେଁର୍ରା’ର ଶୁଭ ମହୁରତ
ଭବାନୀପାଟଣା : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଟେଲିଫିଲ୍ମ 'ସେଁର୍ରା'ର ଶୁଭ ମହୁରତ ଭବାନୀପାଟଣା ସହର ଉପକଣ୍ଠସ୍ଥ ଭଙ୍ଗାବାରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ଫିଲ୍ମର ନିର୍ଦ୍ଦେଶକ ସୌରଭ ମହାପାତ୍ର ଏହାର!-->…