ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ସମୂହ
ଗୋଶାଣି-ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ମାନେ । ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ଳକର କାର୍ଯ୍ୟରତ ସମସ୍ତ ପିଇଓ ମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ ରେ ଯୋଗଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ!-->…