ମୌଳିକ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲେ ପାଲଲହରା ବିଧାୟକ
କଣିହାଁ ବ୍ଲକ :କଣିହାଁ ବ୍ଲକ ପାଲଲହରା ନିର୍ବାଚନ ମଣ୍ଡଳୀ ଡେରଙ୍ଗ ଗ୍ରାମ ପଞ୍ଚାୟତର ମୌଳିକ ସମସ୍ୟାର ସମାଧାନ ନେଇ ପାଲଲହରା ଯୁବ ବିଧାୟକ ମୁକେଶ କୁମାର ପାଳ ଅଣ୍ଟା ଭିଡିଛନ୍ତି । ବ୍ଲକବାସୀଙ୍କ ସରଳ ସୁନ୍ଦର ଜୀବନ ଯାପନ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା । ପାଲଲହରା ବିଧାୟକ ମୁକେଶ!-->…