ପାଣି ପାଇପ୍ ପୋତିବା ପରେ ରାସ୍ତାର ଅବସ୍ଥା ବେହାଲ
ଝରିଗାଁ : ଝରିଗାଁ ସଦର ମହକୁମା ଜନସାଧାରଣ ଙ୍କ ପାନୀୟଜଳ ଯୋଗାଣ ପାଇଁ ଦୀର୍ଘ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ପୁରୁଣା ପାଇପ୍ ଲାଇନ୍ ଯୋଗେ ଜଳ ଯୋଗାଣ ହୋଇ ଆସୁଥିଲା। ସମ୍ପ୍ରାତିକ ସ୍ଥିଥିରେ ତାହା ଯଥେଷ୍ଟ ହେଉନଥିବା ବେଳେ ଜନସଂଖ୍ୟା ଦୃଷ୍ଟିରୁ ନୂତନ ପାଇପ୍ ଲାଇନ୍ ବିଛାଯାଉଛି। ଯାହାଫଳରେ!-->…