ନାରାୟଣପୁର ପଞ୍ଚାୟତବାସୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ
ରାୟଗଡ଼ : ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ନାରାୟଣପୁର ପଞ୍ଚାୟତବାସୀ ବିଭିନ୍ନ ସମସ୍ୟାକୁ ନେଇ ରାୟଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ସୂଚନା ଯୋଗ୍ୟ ଯେ ନାରାୟଣପୁର ପଞ୍ଚାୟତବାସୀକୁ ବିକାଶମୂଳକ କାର୍ଯ୍ୟରୁ ଉପେକ୍ଷିତ କରାଯାଉଛି, ପ୍ରକୃତ ଗରିବ!-->…