ଗ୍ରାମୀଣ କ୍ରୀଡ଼ାବିତ ମାନଙ୍କ ବିକାଶ ପାଇଁ ଜିନ୍ଦଲ କ୍ରୀଡା ଛାତ୍ରାବାସ ଉଦଘାଟିତ
ଯୋଡା : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କେନ୍ଦୁଝର ଜିଲ୍ଲାର ସୋୟାବାଲି ଠାରେ ଜିନ୍ଦଲ କ୍ରୀଡା ଛାତ୍ରାବାସର ଉଦଘାଟନ କରିଛନ୍ତି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ସଂସ୍ଥା ଜେଏସପି!-->…