ଅଧ୍ୟାପକ ଡ. ପଦ୍ମଲୋଚନ ରାଉତଙ୍କୁ “ବିଦୁଷ ଭାରତୀ ସମ୍ମାନ”
କାଲିମେଳା : ସ୍ଥାନୀୟ କାଲିମେଳା ଗୋପବନ୍ଧୁ ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପକ , ସୁସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡକ୍ଟର ପଦ୍ମଲୋଚନ ରାଉତଙ୍କୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ବିଶ୍ଵ ମାତୃଭାଷା ଦିବସ ପାଳନ ଅବସରରେ ଉତ୍କଳ ଭାରତୀ ବିଦୁଷ ସଭାର ଦ୍ୱିତୀୟ ବାର୍ଷିକ ଉତ୍ସବରେ "!-->…