ଜନ୍ମ ଦିନରେ ସରପଂଚଙ୍କ ନିଆରା ପ୍ରୟାସ
ଚମ୍ପୁଆ : ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଂଚାୟତ ସରପଂଚ ନିଜ ଜନ୍ମ ଦିନରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଜନ୍ମ ଦିନକୁ ମନେ ରଖିବା ପାଇଁ ନିଜ ପଂଚାୟତ କାର୍ଯ୍ୟାଳୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଇ ନିଜର ମହାନତାର ପରିଚୟ ଦେଇଛନ୍ତି । ସୂଚନା ଅନୁସାରେ ରଙ୍ଗାମାଟିଆ!-->…