ରାସ୍ତା ଅବସ୍ଥା ଶୋଚନୀୟ
ଯାଜପୁର : ଯାଜପୁର ଜିଲା ବରୀ ବ୍ଲକ ଗୋଳକୁଣ୍ଡ ପଂଚାୟତର ମଙ୍ଗଳାଙ୍କ ନିକଟ ନଦୀବନ୍ଧରୁ ସ୍ୱାଇଁଖଣ୍ଡ ପଂଚାୟତର ଖରିପଡ଼ିଆ ପର୍ଯ୍ୟନ୍ତ ନଦୀବନ୍ଧରୁ ପିଚୁ ରାସ୍ତାର ବହୁ ସ୍ଥାନରେ ବଡ଼ ବଡ଼ ଗାଡ଼ ସୃଷ୍ଟି ହୋଇଛି । ଯାହାଫଳରେ ଏହି ଗାଡ଼ରେ ପାଣି ଜମି ରହୁଥିବାରୁ ଲୋକେ ନାହିଁ ନଥିବା ହଇରାଣର!-->…