କୃଷି ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ କଲେ କୃଷି ସଚିବ ଡ଼କ୍ଟର ଅରବିନ୍ଦ ପାଢ଼ୀ
ନବରଙ୍ଗପୁର : ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲାର କୃଷି ପ୍ରାଣ କେନ୍ଦ୍ର ଉମରକୋଟ ଠାରେ ଜ଼ିଲ୍ଲା ର କୃଷକ ଙ୍କ କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ କୃଷି ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଏଗ୍ରିକଲଚର ଏଣ୍ଡ ଏଫ.!-->…