ବରଗଡ଼ରେ ମହିଳା ଅଦାଲତ ଉଦଘାଟିତ

ବରଗଡ଼ ଜିଲ୍ଳା ଦେୱାନୀ ଅଦାଲତ ପରିସରରେ ଆଜି ସିନିଅର ସିଭିଲ ଜଜ ମହିଳା ଅଦାଲତ ଉଦଘାଟିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଭିଡ଼ିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ବରଗଡ଼ ଜଜସିପର ପ୍ରଶାସନିକ ବିଚାରପତି ତଥା ଓଡ଼ିଶା…

ଦେବୋତ୍ଥାନ ଏକାଦଶୀ : ତୁଳସୀ ବିବାହ , ଜାଣନ୍ତୁ କିପରି କରିବେ ପୂଜାର୍ଚ୍ଚନା

ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ଥାଏ। ଯେଉଁ ସମୟରେ ଭଗବାନ ଦେବ (ଭଗବାନ ବିଷ୍ଣୁ) ଶୟନରୁ ଜାଗ୍ରତ…

ବିଜେପି ବିଧାୟକ ବିଜୟ ସିହ୍ନା ବିହାର ବିଧାନସଭାର ନୂଆ ବାଚସ୍ପତି

ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ​​ଏନଡିଏ ଜିତିଛି। ଗୃହରେ ଉତ୍ତେଜନା ମଧ୍ୟରେ ବୁଧବାର ଦିନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏନଡିଏ ପ୍ରାର୍ଥୀ ବିଜୟ ସିହ୍ନା ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏ ନେଇ ମହାମେଣ୍ଟର ବିଧାୟକମାନେ ନିର୍ବାଚନ ପ୍ରକ୍ରିୟାରେ…

ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: ନୟାଗଡ଼ ‘ପରୀ’ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଆଜି ବିଧାନସଭାରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି।୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଛି। ନୟାଗଡ଼…

ଚେୟାରରେ ବାନ୍ଧି ବ୍ୟକ୍ତିଙ୍କୁ ଜୀବନ୍ତ ଜାଳିଦେଲେ

ହାଇଦ୍ରାବାଦ: ଜଣେ ୩୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର ପରିସରରେ ଚେୟାର ବାନ୍ଧି ଜୀବନ୍ତ ଜାଳି ଦେଇଛନ୍ତି କିଛି ଲୋକ। ସେ କଳାଯାଦୁ କରୁଥିବା ଅଭିଯୋଗ କରି ତାଙ୍କ ସହ ଏଭଳି ଆଚରଣ କରାଯାଇଛି। ହାଇଦ୍ରାବାଦର ମଞ୍ଜୁନାଥ ମନ୍ଦିର ପରିସରେ ଥିବା ଗୋଟିଏ…

ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ବର୍ତ୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଛନ୍ତି।ଦଶମ ଓ ଯୁକ୍ତ ୨…

ସଞ୍ଜୟ-ମାଧୁରୀ ୨୫ ବର୍ଷ ପରେ ଏକାଠି

ଅଭିନେତା ସଞ୍ଜୟ କପୁର ଏବେ ୱେବ୍‌ ସିରିଜ୍‌ରେ କାମ କରିବାରେ ଖୁବ୍ ଆଗ୍ରହୀ। ତାଙ୍କ କହିବାର କଥା ହେଲା, ଅନ୍ତତଃ ଏସବୁ ସିରିଜ୍‌ରେ କାମ କଲେ ଚଳଚ୍ଚିତ୍ର ହିଟ୍‌ ହେବାର ମାନସିକ ଚିନ୍ତା ଥାଏ। ନାସିକ୍‌ରେ ଏକ ସୁଟିଂରେ ବ୍ୟସ୍ତ ଥିବା ସଞ୍ଜୟ ଯଥା ଶୀଘ୍ର ମୁମ୍ବଇ ଫେରି ଆଗାମୀ ସିରିଜ୍‌‌ରେ…

କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିବ ‘ସୁନ୍ଦରୀ’

ଭୁବନେଶ୍ବର/ଅନୁଗୋଳ:  ଓଡ଼ିଶାରେ ବାଘ ବଂଶ ବିସ୍ତାର ଲାଗି ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ’ (ଟି-୨)  ର ଭାଗ୍ୟ ଏବେ ଅନ୍ଧାର । ଓଡ଼ିଶା ସରକାର ସୁନ୍ଦରୀକୁ ରଖିବାକୁ ଚାହୁଁ ନାହାନ୍ତି, ମଧ୍ୟପ୍ରଦେଶ ସରକାର ଏହାକୁ ଫେରାଇ ନେବାକୁ ଅରାଜି । ଏହି ସ୍ଥିତିରେ ‘ସୁନ୍ଦରୀ’ ମାମଲା ଅଦାଲତରେ…

ଶୀତରେ ଥରୁଛି ସାରା ଓଡ଼ିଶା ; ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାର ବିଭିନ୍ନ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ମାତ୍ର କେତେକ ସ୍ୱତନ୍ତ୍ର ସ୍ଥାନରେ ଶୀତର ଅଧିକ ପ୍ରକୋପ ଦେଖିବାକୁ ମିଳିଛି। ୧୫ ଡ଼ିଗ୍ରୀ ତଳେ ରାଜ୍ୟର ୧୩ଟି ସହର ରହିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫…

ଖୋର୍ଦ୍ଧା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ; ଲୋକେ ଭୟଭୀତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ପ୍ରବେଶ କରିଥିବା ବୁଧବାର ଜଣାପଡିଛି। ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ପ୍ରାୟ ୧୮ଟି ହାତୀ ପଶିଛନ୍ତି। ଗତକାଲି ରାତିରେ ପାଚେରି ଭାଙ୍ଗି ହାତୀମାନେ ପଶିଛନ୍ତି। ଖବର ପାଇ ପ୍ରାୟ ବନବିଭାଗର ୨୦ ଜଣିଆ ଟିମ ପହଞ୍ଚିଛନ୍ତି।…