ନଦୀରୁ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗ
ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଚମକପୁର ସ୍ଥିତ ବୈତରଣୀ ନଦୀରୁ ଚୋର। ବାଲି ଚାଲାଣ ହେଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଅଭିଯୋଗ ଅନୁଯାୟୀ,ଦୀର୍ଘ ଦିନ ହେଲାଣି ଚମକପୁର ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚୋର ମାନେ ଦିନ ରାତି ବାଲି ଉଠାଇ କାନପୁର!-->…