ମିଶନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ୱ ଦରବାରରେ ଉପଲବ୍ଧ ହେବ : ଜିଲ୍ଲାପାଳ

ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଚାରି ଜଣ ମିଶନ୍ ଶକ୍ତିର ମା’ ମାନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ମିଶନ୍ ଶକ୍ତି ମା’ ମାନଙ୍କର

ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା

ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଡାବୁଗାଁ ବିଗତ ଥାନା ଅନ୍ତର୍ଗତ ଜବାଗୁଡା ଗ୍ରାମର ଚନ୍ଦ୍ର ମିର୍ଗାନ ନିଜ ଘରେ ରାତିରେ ନିଜର HF Deluxe ଗାଡି ନଂ OD 24H 5574 ରଖିଥିବା ସମୟରେ କିଛି ଦୁର୍ବୁତ୍ତ ଗତ ମାସ ୨୬ ତାରିଖ ରାତିରେ  ଚୋରି କରି ନେଇଯାଇଥିଲେ! ସକାଳେ ଘରେ ଗାଡି ନ ଥିବା ଦେଖି

ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଛି

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ୱଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହର ବାସୀ । ବାଜା, ବାଜଣା ଓ ଆତସବାଜିର

ଉତ୍କଳ ଆଲୁମିନା ପକ୍ଷରୁ ପାରିପାର୍ଶିକ ଗ୍ରାମାଞ୍ଚଳର ଶିଶୁମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ

ଭୁବନେଶ୍ୱର / ରାୟଗଡ଼ା: ଆଦିତ୍ୟ ବିର୍ଲା ଗ୍ରୁପର ସଂସ୍ଥା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ସହାୟକ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ନିକଟରେ ପାରିପାର୍ଶିକ ଗ୍ରାମାଞ୍ଚଳ ପ୍ରତି ଏହାର ସମର୍ପଣ ଭାବକୁ ପ୍ରଦର୍ଶନ କରି ନୂଆପଡ଼ା କ୍ଲବ

ଯୁକ୍ତ ଦୁଇ ବିଜ୍ଞାନରେ ୮୪.୯୩% ଓ ବାଣିଜ୍ୟରେ ୮୨.୧୨% ପାସ୍: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ ଶୀର୍ଷରେ୨୯୧ଟି କଲେଜରେ ୧୦୦% ରେଜଲ୍ଟ ଦୁଇଟି କଲେଜରେ ଫଳ ଶୂନବାଣିଜ୍ୟରେ ୯୪ଟି କଲେଜରେ ୧୦୦% ପାସ୍ଗତବର୍ଷ ତୁଳନାରେ କମିଲା ପାସ୍ହାରଡିଜି ଲକରରେ ମିଳିବ ପ୍ରମାଣପତ୍ରଆସନ୍ତା ବର୍ଷରୁ ବଦଳିବ ପରୀକ୍ଷା ଢାଂଚା ୮ ତାରିଖ ସୁଦ୍ଧା କଳା ପରୀକ୍ଷା ଫଳ ଭୁବନେଶ୍ୱର

ଭାରତର ଅଗ୍ରଣୀ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର…

ଭୁବନେଶ୍ୱର : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ

ଧୋନି ଓ ବିରାଟଙ୍କ ପତ୍ନୀ ପିଲାଦିନର ସାଥୀ

ଅହମ୍ମଦାବାଦ୍ : ଆଇପିଲ ଫାଇନାଲ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ବିଜୟ ଲାଭ କରିବା ପରେ ସୋସିଆଲ୍ ମିଡିଆରେ ଏବେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଧୋନି ଏବଂ ତାଙ୍କ ଟିମ୍ ଇଣ୍ଟରନେଟରେ ଛାଇ ହୋଇଛନ୍ତି । କ୍ୟାପ୍ଟେନ୍ କୁଲ୍ ମାହିଙ୍କୁ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଦେଇ ଚାଲିଛନ୍ତି

ମାତା ବୈତରଣୀ ଜନ୍ମୋତ୍ସବ ପାଳିତ

ଯାଜପୁର : ଯାଜପୁର ନଗର ଅନତି ଦୂରରେ ପବିତ୍ର ସିଦ୍ଧେଶ୍ୱର ପୀଠ । ବୈତରଣୀ ନଦୀ ଉତର ବାହିନୀ ଠାରେ ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାତା ବୈତରଣୀ ଜନ୍ମୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ ସାଧୁ ସନ୍ଥ, ଗୋନାଶିକା ପର୍ବତର

ଆଇସିଏଆଇ-ଭୁବନେଶ୍ୱର ଚାପ୍ଟରର ନୂତନ ପରିଚାଳନା କମିଟି ନିର୍ବାଚିତ

ଭୁବନେଶ୍ୱର : ଇନିଂଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ଆଗାମୀ ୪ ବର୍ଷ ୨୦୨୩-୨୭ ପାଇଁ ଏକ ନୂତନ ପରିଚାଳନା କମିଟି ନିର୍ବାଚିତ କରିଛି । ଏହି ନିର୍ବାଚନରେ ୨୦୨୩-୨୪ ବର୍ଷ ପାଇଁ ସୂର୍ଯ୍ୟନାରାୟଣ ତ୍ରିପାଠୀ ଚେୟାରମ୍ୟାନ ରୂପେ ନିର୍ବାଚିତ

ବଢିବ +୨ ସିଟ୍ ସଂଖ୍ୟା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ ଅଭାବ ଦୂର କରିବାକୁ