ଆଦାନି ଫାଉଣ୍ଡେସନ୍ ପକ୍ଷରୁ ଉତ୍ଥାନ ପ୍ରକଳ୍ପ ଅଧିନରେ ଗ୍ରୀଷ୍ମକାଳୀନ ଶିବିର
ଧାମରା : ଆଦାନି ଗ୍ରୂପ ଅଫ୍ କମ୍ପାନୀର ସିଏସ୍ଆର୍ ବିଭାଗ, ଆଦାନି ଫାଉଣ୍ଡେସନ ପକ୍ଷରୁ ଉତ୍ଥାନ ପ୍ରକଳ୍ପ ଅଧିନରେ ଏକ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହୋଇଯାଇଛି । ଉତ୍ଥାନ ପ୍ରକଳ୍ପ ଅଧିନରେ ପୋର୍ଟ ପାରିପାଶ୍ୱର୍ସ୍ଥ ୪୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶିବିରରେ ସକ୍ରିୟ ଅଂଶଗ୍ରହଣ!-->…