ନବରଙ୍ଗପୁରରେ ହେବ ପ୍ରେକ୍ଷାଳୟ
*୧0 କୋଟି ଟଙ୍କା ବ୍ୟୟ ରେ ହେବ ନିର୍ମିତ
ନବରଙ୍ଗପୁର : ଆଦିବାସୀ ବହୁଳ ନବରଙ୍ଗପୁର ଜ଼ିଲ୍ଲାରେ ହେବ ୧୦ କୋଟି ଟଙ୍କା ବ୍ୟୟରେ ବହୁ ପ୍ରତିକ୍ଷିତ ଆଧୁନିକ ପ୍ରେକ୍ଷାଳୟ । ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ନଗରପାଳ କୁନୁ ନାୟକ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ!-->!-->!-->…