ଏଏସ୍ଓ ମେରିଟ୍ ଲିଷ୍ଟ ରଦ୍ଧ
ଦୁଇ ମାସ ମଧ୍ୟରେ ନୂଆ ତାଲିକା ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦେଶ
କଟକ : ଓଡ଼ିଶା ଲୋକସଭା ଭବନରେ ଏଏସ୍ଓ ନିଯୁକ୍ତି ଲାଗି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ଆଜି ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ମେରିଟ୍ ଲିଷ୍ଟ୍!-->!-->!-->!-->!-->…