ଛତିଶଗଡ଼ର ଦୁଇଗୋଟି ଜଂଗଲ ଗ୍ରାମକୁ ଖାଲି କଲା ବନ ବିଭାଗ
* ନକ୍ସଲ ଭୟ ଗୁଜବ
ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଛତିଶଗଡ଼ ସୀମାନ୍ତରେ ଥିବା ଅନ୍ତର୍ଗତ ସୋରନାମାଲ୍ ଓ ଇଚିରାଦି ଜଂଗଲ ଗ୍ରାମର ଲୋକଙ୍କ ଉପରେ ଆଜି ସେଠାକାର ବନ ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି |ଗତ କିଛି ଦିନ ପୂର୍ବରୁ ଉକ୍ତ ଦୁଇଗୋଟି!-->!-->!-->…