ତ୍ୱରିତ ନ୍ୟାୟ ପ୍ରଦାନ କରିବ ଆଧୁନିକ ପ୍ରଯୁକ୍ତିବିଦ୍ୟା : ପ୍ରଧାନ ବିଚାରପତି
କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ । କଟକର ଜୁଡିସିଆଲ ଏକାଡେମୀରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଜାତୀୟ କର୍ମଶାଳାକୁ ଆନୁଷ୍ଠାନିକ ଭାବେ!-->…