ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ…

ଭୁବନେଶ୍ୱର :ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର "ଧୋକା" (ଦ ଗେମ୍ ଅଫ ଲଭ) ଆସନ୍ତା ମେ ୭ ତାରିଖ ରବିବାର ସନ୍ଧ୍ୟା ସାଢେ ୬ ଟା ରେ ୱାର୍ଲଡ ଟିଭି ପ୍ରିମିଅର ଶୋ' ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ

ଗରିଆବନ୍ଧ ପୋଲିସର ଏନ୍‌କାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ

* ଦାନ୍ତେୱାଡା ବିସ୍ପୋରଣର କଡ଼ା ଜବାବ ଦେଲା ଛତିଶଗଡ଼ ପୁଲିସ  ନବରଙ୍ଗପୁର : ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ଘଟଣା ସାମ୍ନାକୁ ଆସିଛି l ସିଆର୍‌ପିଏଫ୍ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୋଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିବା

ନାଇଜର ବୈଜ୍ଞାନିକ ଡ. ତପନ ମିଶ୍ର ପାଇଲେ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର

ଭୁବନେଶ୍ୱର : ଜଟଣୀ ସ୍ଥିତ ପୂର୍ବ ଭାରତର ପ୍ରମୁଖ ବିଜ୍ଞାନ ଅନୁଷ୍ଠାନ ନାଇଜରକୁ ଆସିଛି ଆଉ ଏକ ସଫଳତା । ପଦାର୍ଥ ବିଜ୍ଞାନରେ ଗବେଷଣାରତ ଡ. ତପନ ମିଶ୍ରଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ୨୦୨୨ ମସିହା ପାଇଁ ସମ୍ମ।ନଜନକ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ…

ତାଳଚେର ଅଞ୍ଚଳର ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡିକ ସମୀକ୍ଷା ଏବଂ ଟ୍ରାଫିକ୍ ସୁବିଧା କାର୍ଯ୍ୟଗୁଡିକର ନୀରିକ୍ଷଣ ଭୁବନେଶ୍ୱର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼

ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନର ଶ୍ରମିକ ଦିବସ ପାଳନ

ଭୁବନେଶ୍ୱର  :  ନାଲକୋ କର୍ପୋରେଟ ଅଫିସ,ଭୁବନେଶ୍ୱରର ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନ (ନେକୁ) ମଇ ଦିବସ (ଶ୍ରମିକ ଦିବସ)କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଛି। ଏହି ଅବସରରେ “ବର୍ତ୍ତମାନ ସମୟରେ ଶିଳ୍ପୋଦ୍ୟୋଗ ପରିପ୍ରେକ୍ଷିରେ ଶ୍ରମିକ ସଙ୍ଗଠନମାନଙ୍କର ଭୂମିକା” ବିଷୟରେ

କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି

କୋରାପୁଟ : ଆନ୍ଧ୍ର ଉପ ମୂଖ୍ୟମନ୍ତ୍ରୀ ତଥା ଆନ୍ଧ୍ର ସାଲୁର ବିଧାୟକ ବିଡିକା ରାଜନ ଦୋରା ତାଙ୍କର ଦଳୀୟ କାର୍ଯ୍ୟକ୍ରମରେ ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ବିବାଦ ଲାଗରହିଥିବା କୋଟିଆ ପଞ୍ଚାୟତର ଫଗୁଣସିନେରି , ଫାଟୁସିନେରି,ହରମାଣ୍ଡିଂ, ସଲପଗୁଡା, କୋଣାଦୋରା, ଗ୍ରାମରେ ଅନୁପ୍ରବେଶ କରିଅଛନ୍ତି ।

ପୋଖରୀପୁଟ ଡିଏଭିର ୩୨ ତମ ପ୍ରତିଷ୍ଠା ଦିବସ (F2F) ପାଳିତ

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ୩୨ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍ ଟୁ ଫୁ୍ୟଚର ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୂର୍ବତନ ଖୋର୍ଦ୍ଧା

ଅନୁସୂଚିତ ଜାତିର ମତ୍ସ୍ୟଚାଷୀଙ୍କୁ ସିଫାରେ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ତରଫରୁ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜାତିର ମତ୍ସ୍ୟଚାଷୀଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡିଏସଟି ପ୍ରକଳ୍ପ

‘ମନ୍ କୀ ବାତ୍’ର ୧୦୦ତମ କାର୍ଯ୍ୟକ୍ରମ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୧୦୦ତମ 'ମନ କୀ ବାତ' କାର୍ଯ୍ୟକ୍ରମରେ କହିଛନ୍ତି ଯେ ମୋ ପାଇଁ ମନ୍ କୀ ବାତ୍ ଆସ୍ଥା, ପୂଜା ଓ ବ୍ରତ ସଦୃଶ ହୋଇଛି । ରେଡିଓ ଓ ଦୂରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୦ତମ ‘ମନ୍ କୀ ବାତ୍’ କହିଛନ୍ତି ଯେ ୧୦୦ତମ

ପଞ୍ଜାବରେ ବିଷାକ୍ତ ଗ୍ୟାସ୍ ଲିକ୍ : ୧୧ ମୃତ

ଲୁଧିଆନା : ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସପୁରା ଅଞ୍ଚଳରେ ଅବସ୍ଥିତ ଗୋଟାଏ କାରଖାନାରୁ ବାଷ୍ପ ଲିକ୍ ହେବାରୁ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୫