ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ରଞ୍ଜନ ଦାସ

ଭୁବନେଶ୍ୱର : ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ ସଚିବ ତଥା ନିର୍ଦେଶକ ୨୦୦୭ ବ୍ୟାଚ୍ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ

ଡ.ଅଜିତ୍ ମହାନ୍ତି ‘ଆଟମିକ୍ ଏନର୍ଜି କମିସନ୍’ର ଅଧ୍ୟକ୍ଷ

ନୂଆଦିଲ୍ଲୀ : ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍’ର ଅଧ୍ୟକ୍ଷ ଭାବେ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ର ନିର୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଶନିବାର ଦିନ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ

ଆକାଶ ବାଇଜୁସ୍‌ର ଭୁବନେଶ୍ଵର ଛାତ୍ରୀ ‘ପ୍ରିୟଙ୍କା ସର’ ଓଡ଼ିଶା ରାଜ୍ୟ ଟପ୍ପର

* ୯୯.୯୮ ପର୍ସେଣ୍ଟାଇଲ୍‌ ସହିତ ଜେଇଇ ମେନ୍ସ୍ ୨୦୨୩ରେ ଏଆଇଆର୍‌ ୨୪୩ ହାସଲ ଭୁବନେଶ୍ଵର : ଭୁବନେଶ୍ଵର ଆକାଶ ବାଇଜୁସ୍‌ର ଛାତ୍ରୀ 'ପ୍ରିୟଙ୍କା ସର' ଯୁଗ୍ମ ପ୍ରବେଶିକାପରୀକ୍ଷା (ଜେଇଇ) ମେନ୍ସ୍ ୨୦୨୩ରେ ୯୯.୯୮ ପର୍ସେଣ୍ଟାଇଲ ସହିତ ଏଆଇଆର୍ (All India Rank ) ୨୪୩ ହାସଲ କରି ରାଜ୍ୟରେ

ଦୁର୍ଗମ ଅଞ୍ଚଳ ଭାଟିଫାସ୍ ଗ୍ରାମରେ ନୂତନ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ସର୍ଭେ ଆରମ୍ଭ

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ପାଡେପଦର ଗ୍ରାମ ପଞ୍ଚାୟତର ଭାଟିଫାସ ଗ୍ରାମର ଚ୍ଛାତ୍ର ଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ବଞ୍ଚିତ ହେଉଛନ୍ତି , ଗାଁରେ ବିଦ୍ୟାଳୟ ନାହିଁ, ପାଠ ପଢିବା ସୁଯୋଗ ପାଇ ପାରୁନାହାନ୍ତି ଗାଁର ଛୋଟ ଛୋଟ  ପୁଅ ଓ ଝିଅ ମାନେ । ଭାଟିଫାଷ,

ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ବିଶ୍ୱ ପ୍ରାଣୀ ଦିବସ- ୨୦୨୩” ପାଳିତ

ଭବାନୀପାଟଣା : ପ୍ରତିବର୍ଷ ଏପ୍ରିଲ ମାସ ଶେଷ ସପ୍ତାହ ଶନିବାର ଦିନଟିକୂ "ବିଶ୍ୱ ପ୍ରାଣୀ ଦିବସ" ରୂପେ ପାଳନ କରାଯାଉଥିବା ଦୃଷ୍ଟିରୁ ଏ ବର୍ଷ ମଧ୍ୟ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ତରଫରୁ "ବିଶ୍ୱ ପ୍ରାଣୀ ଦିବସ- ୨୦୨୩" ମହାସମାରୋହରେ ପାଳିତ ହୋଇ

ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ସମନ୍ୟୁୟ ବୈଠକକୁ ଆସିଲେନି ଡିଏଫଓ

ବନବାସୀ ମହଲରେ ଅସନ୍ତୋଷ ଓ ପୁଣି ଆନ୍ଦୋଳନ ପାଇଁ ସଜବାଜ ସିନାପାଲି : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବନ ବିଭାଗ କାର୍ଯ୍ୟଳୟଠାରେ ଖଡିଆଳ ବନଖଣ୍ଡ ଅଧିକାରୀଙ୍କ ସହିତ ରବିବାର ହେବାକୁ ଥିବା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ସମନ୍ୱୟ ବୈଠକକୁ ଖଡିଆଳ ବନଖଣ୍ଡ ଅଧିକାରୀ ସମୟ ଧାର୍ଯ୍ୟ

ଦିନ ଦିପହରରେ ବୋହି ନେଉଛନ୍ତି ବହୁ ମୂଲ୍ୟବାନ ଗଛ

* ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ଅଭିଯୋଗ  * ଜଂଗଲରୁ ଲୋପ ପାଇଯିବ ଶହେ ବର୍ଷର ପୁରୁଣା ଗଛ  ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ଗଛ କଟା ବନ୍ଦ ହେବାର ନାଁ ନେଉନି l ବିଭିନ୍ନ ସଂରକ୍ଷିତ ତଥା ଗ୍ରାମ୍ୟ ଜଂଗଲରୁ ପ୍ରତିଦିନ ଶହ ଶହ ଗଛ କାଟି ନେଇ ଯାଉଥିବା ବେଳେ ଏହାକୁ

ଆଦାନୀ ଧାମରା ପୋର୍ଟରେ କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟ ଦିବସ ପାଳିତ

ଧାମରା : କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟର ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ଆଦାନୀ ଧାମରା ବନ୍ଦର ପରିସରରେ କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଧାମରା ବନ୍ଦର ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ କୁମାର ମଣ୍ଡଳ ଯୋଗ ଦେଇ

ଆବାସ ଯୋଜନା ସଂକ୍ରାନ୍ତୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

ଚମ୍ପୁଆ : ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦର ଧରଣୀଧର ଭବନଠାରେ ସହରାଂଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଏକ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ.ଏ.ସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଉପାଧ୍ୟକ୍ଷା ସୁମିତ୍ରା

ଜଙ୍ଗଲି ବାରାହା ଶିକାର କରିଥିବା ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଝରିଗାଁ ବନବିଭାଗ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଏକ ଜଙ୍ଗଲୀ ବାରହା ଶିକାର ସହ କିଣାବିକା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଝରିଗାଁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଝରିଗାଁ ବନ ବିଭାଗର ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଜବାଧଡ଼ି