ଜିଲ୍ଲାରେ ଚାରିଆଡେ ଜଳକଷ୍ଟ, ଏବେ ସୁଦ୍ଧା ପାନୀୟ ଜଳପାଇଁ ୨କିଲୋମିଟର ଯିବାକୁ ପଡୁଛି
ଜଗତସିଂହପୁର : ସାରା ଜଗତସିଂହପୁର ଜିଲ୍ଲାରେ ପାଣି ପାଇଁ ଲୋକେ ଡହଳ ବିକଳ ହେବା ସହ ଚାରିଆଡେ ଜଳ କଷ୍ଟ ଯୋଗୁଁ ପାଣି ଟ୍ୟାପ ନିକଟରୁ ୨କିଲୋମିଟର ପର୍ଯ୍ୟନ୍ତ ଲୋକେ ଜାର୍, ପାଣି ବୋତଲଓ ଗରା ମାଧ୍ୟମରେ ଜଳ ନେଉଥିବାର ଦେଖିବାକୁ ମଳୁଛି । ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମଠାରୁ ଆରମ୍ଭକରି ସହର,!-->…